ସେଫୋକ୍ସିଟିନ

ଉଇକିପିଡ଼ିଆ‌ରୁ
ସେଫୋକ୍ସିଟିନ
Clinical data
Trade namesMefoxin, Renoxitin, others[୧]
SynonymsCephoxitin cefoxitin sodium
AHFS/Drugs.commonograph
MedlinePlusa682737
data
Pregnancy
category
  • AU: B1
  • US: N (Not classified yet)
Routes of
administration
Intravenous
Legal status
Legal status
Pharmacokinetic data
Metabolismminimal
Elimination half-life41-59 min
Excretion85% urine
Identifiers
  • (6R,7S)-3-(carbamoyloxymethyl)-7-methoxy-
    8-oxo-7-[(2-thiophen-2-ylacetyl)amino]-5-thia-
    1-azabicyclo[4.2.0]oct-2-ene-2-carboxylic acid
ECHA InfoCard100.047.841 Edit this at Wikidata
Chemical and physical data
FormulaC16H17N3O7S2
Molar mass୪୨୭.୪୫ g·mol−1
3D model (JSmol)
Melting point149 to 150 °C (300 to 302 °F) (dec.)
  • O=C2N1/C(=C(\CS[C@@H]1[C@]2(OC)NC(=O)Cc3sccc3)COC(=O)N)C(=O)O
  • InChI=1S/C16H17N3O7S2/c1-25-16(18-10(20)5-9-3-2-4-27-9)13(23)19-11(12(21)22)8(6-26-15(17)24)7-28-14(16)19/h2-4,14H,5-7H2,1H3,(H2,17,24)(H,18,20)(H,21,22)/t14-,16+/m1/s1 checkY
  • Key:WZOZEZRFJCJXNZ-ZBFHGGJFSA-N checkY
  (verify)

ସେଫୋକ୍ସିଟିନ, ବେପାର ନାମ ମେଫୋକ୍ସିନ, ହେଉଛି ଏକ ଆଣ୍ଟିବାୟୋଟିକ୍, ଯାହା କିଡନୀ ସଂକ୍ରମଣ, ହାଡ଼ ସଂକ୍ରମଣ, ପେଲଭିସ ପ୍ରଦାହ ରୋଗ, ଉଦର ଭିତର ସଂକ୍ରମଣ, ନିମୋନିଆ ଏବଂ ସେପସିସ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] [୪] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଧୀରେ ଧୀରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ତରଳ ଝାଡ଼ା ହୋଇପାରେ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିଏଡସ୍ ଡିଫାଇସିଲ୍ ସଂକ୍ରମଣ ଏବଂ ଅସ୍ଥି ମଜ୍ଜା ବିଫଳତା ହୋଇପାରେ । [୪] [୩] ଏହା ଗର୍ଭାବସ୍ଥାରେ କ୍ଷତିକାରକ ବୋଲି ଜଣା ନାହିଁ ଏବଂ ସ୍ତନ୍ୟପାନ କରାଇବା ସମୟରେ ଏହା ବ୍ୟବହାର କରାଯାଇପାରେ । [୩] ବୃକ୍)କ ଜନିତ ସମସ୍ୟାରେ କମ୍ ମାତ୍ରାର ଔସଧ ଆବଶ୍ୟକ ହୋଇପାରେ । [୪] ଏହା ଏକ ସେଫାମାଇସିନ୍; ଯଦିଓ ଦ୍ୱିତୀୟ ପିଢ଼ୀର ସେଫାଲୋସ୍ପୋରିନ୍ ସହିତ ଗୋଷ୍ଠୀଭୁକ୍ତ ହୁଏ | [୫] [୪]

୧୯୭୨ ମସିହାରେ ସେଫୋକ୍ସିଟିନ୍ ଆବିଷ୍କୃତ ହୋଇଥିଲା ଏବଂ ୧୯୭୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୪] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୬] [୭] ୨୦୨୧ରେ ଯୁକ୍ତରାଜ୍ୟରେ ୧୦ ମାତ୍ରାର ୨ ଗ୍ରାମ ଔଷଧର ମୂଲ୍ୟ £ ୩୦୦ରୁ କମ୍ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୦ଡଲାର ଅଟେ। [୮]

ଆଧାର[ସମ୍ପାଦନା]

  1. "Cefoxitin International". Drugs.com. 2 November 2020. Archived from the original on 1 March 2016. Retrieved 8 November 2020.
  2. "Cefoxitin- cefoxitin sodium powder, for solution". DailyMed. 10 June 2020. Archived from the original on 18 January 2021. Retrieved 8 November 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "5. Infection". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 560. ISBN 978-0-85711-413-6.{{cite book}}: CS1 maint: date format (link)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "CefOXitin Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 30 December 2021.
  5. ୫.୦ ୫.୧ Levy, Stuart B. (2013-11-11). The Antibiotic Paradox: How Miracle Drugs Are Destroying the Miracle (in ଇଂରାଜୀ). Springer. ISBN 9781489960429. Archived from the original on 2021-11-01. Retrieved 2021-07-06.
  6. "Orange Book: Approved Drug Products with Therapeutic Equivalence Evaluations". www.accessdata.fda.gov. Archived from the original on 2021-11-01. Retrieved 2017-05-04.
  7. "Supplement Approval" (PDF). Food and Drug Administration. Department of Health and Human Services. Archived from the original (PDF) on 2021-04-05. Retrieved 2021-07-06.
  8. "Cefoxitin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 30 December 2021.