ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ
ଉଇକିପିଡ଼ିଆ ରୁ
| ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ, ଭୁବନେଶ୍ଵର, ଓଡ଼ିଶା | |
|---|---|
| ପ୍ରତିଷ୍ଠା | ୧୯୯୫ |
| ପ୍ରକାର | ଘରୋଇ |
| ଆକାଡେମିକ ସ୍ଟାଫ | ୨୩୪ |
| ଅବସ୍ଥାନ | ଭୁବନେଶ୍ଵର, ଓଡ଼ିଶା, ଭାରତ |
| ୱେବସାଇଟ | http://www.cvrce.edu.in/ |
ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ ଭୁବନେଶ୍ଵର ରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ । ୧୯୯୫ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ମହାବିଦ୍ୟାଳୟଟି ରାଉରକେଲା ସ୍ଥିତ ବି.ପି.ୟୁ.ଟି ଦ୍ଵାରା ଅନୁବନ୍ଧିତ ।[୧]
ଅବସ୍ଥିତି [ସମ୍ପାଦନା]
ସି ଭି ରମଣ କଲେଜ ଭୁବନେଶ୍ଵର ରୁ ପ୍ରାୟ ୧୪ କି.ମି. ଦୂରରେ ଅବସ୍ଥିତ। ପ୍ରାୟ ୫୦ ଏକର ବିସ୍ତୃତ ଏହି ମହାବିଦ୍ୟାଳୟଟି ଭୁବନେଶ୍ଵର ରୁ ଜଟଣି ରାସ୍ତାରେ ବିଦ୍ୟାନଗର ନିକଟରେ ଅବସ୍ଥିତ।
ବିଭାଗ [ସମ୍ପାଦନା]
- ନିର୍ମାଣ ବିଜ୍ଞାନ ଇଞ୍ଜିନିଅରିଂ (ସି.ଇଂ.)
- କମ୍ପ୍ୟୁଟର୍ ବିଜ୍ଞାନ ଇଞ୍ଜିନିଅରିଂ (ସି.ଏସ. ଇଂ)
- ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଇଞ୍ଜିନିଅରିଂ (ଆଇ.ଟି)
- ମେକାନିକାଲ୍ ଇଞ୍ଜିନିଅରିଂ (ଏମ.ଇଂ.)
- ଇଲେକ୍ଟ୍ରିକାଲ୍ ଇଞ୍ଜିନିଅରିଂ (ଇ. ଇଂ.)
- ଇଲେକ୍ଟ୍ରୋନିକ୍ସ ଏଣ୍ଡ ଟେଲିକମ୍ୟୁନିକେସନ୍ ଇଞ୍ଜିନିଅରିଂ (ଇ.ଟି.ସି.)