ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ

ଉଇକିପିଡ଼ିଆ‌ରୁ
(ସି ଭି ରମଣ କଲେଜରୁ ଲେଉଟି ଆସିଛି)
ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ, ଭୁବନେଶ୍ୱର, ଓଡ଼ିଶା 9871364815
ସି.ଭି.ରମଣ କଲେଜ
ସ୍ଥାପିତ୧୯୯୫
ପ୍ରକାରଘରୋଇ
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ୨୩୪
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ India
ୱେବସାଇଟhttp://www.cvrce.edu.in/


ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ । ୧୯୯୫ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ମହାବିଦ୍ୟାଳୟଟି ରାଉରକେଲାସ୍ଥିତ ବି.ପି.ୟୁ.ଟିଦ୍ୱାରା ଅନୁବନ୍ଧିତ ।[୧]

ଅବସ୍ଥିତି[ସମ୍ପାଦନା]

ସି ଭି ରମଣ କଲେଜ ଭୁବନେଶ୍ୱରରୁ ପ୍ରାୟ ୧୪ କି.ମି. ଦୂରରେ ଅବସ୍ଥିତ। ପ୍ରାୟ ୫୦ ଏକର ବିସ୍ତୃତ ଏହି ମହାବିଦ୍ୟାଳୟଟି ଭୁବନେଶ୍ୱରରୁ ଜଟଣି ରାସ୍ତାରେ ବିଦ୍ୟାନଗର ନିକଟରେ ଅବସ୍ଥିତ।

ବିଭାଗ[ସମ୍ପାଦନା]

  • ନିର୍ମାଣ ବିଜ୍ଞାନ ଇଞ୍ଜିନିଅରିଂ (ସି.ଇଂ.)
  • କମ୍ପ୍ୟୁଟର୍ ବିଜ୍ଞାନ ଇଞ୍ଜିନିଅରିଂ (ସି.ଏସ. ଇଂ)
  • ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଇଞ୍ଜିନିଅରିଂ (ଆଇ.ଟି)
  • ମେକାନିକାଲ୍ ଇଞ୍ଜିନିଅରିଂ (ଏମ.ଇଂ.)
  • ଇଲେକ୍ଟ୍ରିକାଲ୍ ଇଞ୍ଜିନିଅରିଂ (ଇ. ଇଂ.)
  • ଇଲେକ୍ଟ୍ରୋନିକ୍ସ ଏଣ୍ଡ ଟେଲିକମ୍ୟୁନିକେସନ୍ ଇଞ୍ଜିନିଅରିଂ (ଇ.ଟି.ସି.)


ଆଧାର[ସମ୍ପାଦନା]