ଶ୍ରେଣୀ:ଡାଇନୋସର

ଉଇକିପିଡ଼ିଆ ରୁ
ଏହି ଶ୍ରେଣୀ ପାଇଁ ମୂଳ ଲେଖାଟି ହେଲା ଡାଇନୋସର

ଡାଇନୋସର ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀ ମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସର ମାନଙ୍କ ଠାରୁ ହୋଇଥିଲା ।

ଆହୁରି ଦେଖନ୍ତୁ

ସାନ ଶ୍ରେଣୀସମୂହ

ଏହି ଶ୍ରେଣୀଟିରେ ସର୍ବମୋଟ ୭ ରୁ ତଳେଥିବା ଏହି ୭ ଶ୍ରେଣୀଗୁଡିକ ଅଛନ୍ତି ।

 

"ଡାଇନୋସର" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୧,୫୧୦ ରୁ ଏହି ଶ୍ରେଣୀ ଭିତରେ ୨୦୦ଟି ପୃଷ୍ଠା ଅଛି ।

(୨୦୦ର ଆଗରୁ) (୨୦୦ ପର)

A

A ଆହୁରି ଅଛି..

B

B ଆହୁରି ଅଛି..

C

(୨୦୦ର ଆଗରୁ) (୨୦୦ ପର)