ଶ୍ରେଣୀ:ଡାଇନୋସର

ଉଇକିପିଡ଼ିଆ‌ରୁ

ଡାଇନୋସର ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀ ମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସର ମାନଙ୍କ ଠାରୁ ହୋଇଥିଲା ।

ଆହୁରି ଦେଖନ୍ତୁ

ସାନ ଶ୍ରେଣୀସମୂହ

ଏହି ଶ୍ରେଣୀଟିରେ ସର୍ବମୋଟ ୮ ରୁ ତଳେଥିବା ଏହି ୮ ଶ୍ରେଣୀଗୁଡିକ ଅଛନ୍ତି ।

"ଡାଇନୋସର" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୯୯ ରୁ ଏହି ଶ୍ରେଣୀ ଭିତରେ ୯୯ଟି ପୃଷ୍ଠା ଅଛି ।