ଶାଓଚିଲଙ୍ଗ

ଉଇକିପିଡ଼ିଆ‌ରୁ
Shaochilong
ଜୀବାଶ୍ମ କାଳ: Late Cretaceous, 92 Ma
Restoration of Shaochilong preying on Sinornithomimus
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
ଗୋଷ୍ଠୀ: ଥେରୋପୋଡ଼ା
Family: Carcharodontosauridae
Genus: Shaochilong
Brusatte
Species
  • S. maortuensis (Hu, 1964) (type)

ଶାଓଚିଲଙ୍ଗ (English: Shaochilong;ମାନେ "shark toothed dragon") ଡାଇନୋସର ବଂଶର ଜୀବ ଅଟେ ।[୧] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଏସିଆରୁ ମିଳିଥିଲା ।[ବିଦ୍ର ୧]

ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।

ଇତିହାସ[ସମ୍ପାଦନା]

ଶ୍ରେଣୀ ବିଭାଗ[ସମ୍ପାଦନା]

 Carcharodontosauridae 

Neovenator


    
    

ଆକ୍ରୋକାନ୍ଥୋସରସ



Eocarcharia



    

ଶାଓଚିଲଙ୍ଗ



Tyrannotitan


    

Carcharodontosaurus


 Giganotosaurinae 

Giganotosaurus



Mapusaurus







Note: this cladogram follows a 2009 analysis by Brusatte |display-authors=etal[୩]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ଏହାର ଅବଶେଷ ଭାରତ ଭିନ୍ନ ଅନ୍ୟାନ୍ୟ ଏସୀୟ ପ୍ରାନ୍ତରୁ ମିଳିଥିଲା, କାରଣ ପ୍ରାୟତଃ ମେସୋଜୋଇକ ଯୁଗ ସାର ଭାରତ ଏକ ଅଲଗା ଭୂଖଣ୍ଡ ଥିଲା, କ୍ରେଟାସିଅସ ଯୁଗର ଶେଷ ବେଳକୁ ଭାରତ ୬ ଇଞ୍ଚ/ବର୍ଷ ବେଗରେ ଏସିଆ ଆଡକୁ ଘୁଞ୍ଚିବା ଆରମ୍ଭ କଲା ।[୨]

ଆଧାର[ସମ୍ପାଦନା]

  1. Olshevsky, G. (1995 onwards). Dinosaur Genera List Archived 2011-07-15 at the Wayback Machine.. Retrieved February 24, 2014.
  2. Bin Zhu; et al. Age of Initiation of the India-Asia Collision in the East-Central Himalaya (PDF). Department of Earth and Atmospheric Sciences, University at Albany. p. 281. Retrieved 19 November 2008.
  3. Brusatte, S., Benson, R., Chure, D., Xu, X., Sullivan, C., and Hone, D. (2009). "The first definitive carcharodontosaurid (Dinosauria: Theropoda) from Asia and the delayed ascent of tyrannosaurids." Naturwissenschaften, 96(9): 1051-1058. doi:10.1007/s00114-009-0565-2 PMID 19488730

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]