ଆର୍କିଓଡଣ୍ଟୋସରସ୍

ଉଇକିପିଡ଼ିଆ‌ରୁ

Archaeodontosaurus
ଜୀବାଶ୍ମ କାଳ: Middle Jurassic
Tooth - multiple views of same specimen
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Sauropsida
ଗଣ: Saurischia
ଉପଗଣ: Sauropodomorpha
ଅବଗଣ: Sauropoda
ପ୍ରଜାତି: Archaeodontosaurus
ଜାତି: A. descouensi
ବାଇନୋମିଆଲ ନାମ
Archaeodontosaurus descouensi
Buffetaut, 2005

ଆର୍କିଓଡଣ୍ଟୋସରସ୍ (ଅର୍ଥ ପୁରାତନ ଦନ୍ତବିଶିଷ୍ଟ ସରୀସୃପ) ମଧ୍ୟ ଜୁରାସିକ ଯୁଗର ସରୋପଡ ଡାଇନୋସରର ଗୋଟେ ପ୍ରଜାତି | ଏହାର ଜୀବାଶ୍ମ ଆଫ୍ରିକାର ମାଡାଗାସ୍କାରରୁ ମିଳିଥିଲା | ଏହି ଜୀବାଶ୍ମ ନମୁନା Archaeodontosaurus descouensiକୁ ସେପ୍ଟେମ୍ବର ୨୦୦୫ରେ ବର୍ଣ୍ଣନା କରାଯାଇଥିଲା | ଏହାର ଜାତିର ନାଁ ଏହାର ଆବିଷ୍କର୍ତ୍ତା ଡିଡିଏର ଡେସ୍କୋଏନ୍ସଙ୍କ ନାମାନୁସାରେ ହୋ‍ଇଛି | ଏହା ବୋଧହୁଏ ଗୋଟେ ସରୋପଡ୍ | [୧]

Archaeodontosaurus descouensi

ଆଧାର[ସମ୍ପାଦନା]

  1. Eric Buffetaut. 2005. A new sauropod dinosaur with prosauropod-like teeth from the Middle Jurassic of Madagascar. Bulletin de la Société Géologique de France, 176(5), 467-473.

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.