ଲକ୍ଷ୍ମୀ ପ୍ରତିମା

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ ପ୍ରତିମା
ନିର୍ଦ୍ଦେଶକମହମ୍ମଦ ମହସିନ
ପ୍ରଯୋଜକଅଶୋକ ନନ୍ଦ
ଚିତ୍ରନାଟ୍ୟବିଜୟ ମିଶ୍ର
କାହାଣୀମହମ୍ମଦ ମହସିନ
କଳାକାରସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ
ଚିତ୍ରଗ୍ରହଣସତିସ କୁମାର
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧କୋଟି ୨ଲକ୍ଷ ୬୦ହଜାର

ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ପ୍ରତିମା ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା । ସରୋଜ ନନ୍ଦ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ଚଳଚ୍ଚିତ୍ରଟି ବହୁ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 10 December 2017. Retrieved 5 December 2017.
  2. Orissa reference: glimpses of Orissa. TechnoCAD Systems. 2001.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]