ରଚନା ବାନାର୍ଜୀ
ଉଇକିପିଡ଼ିଆ ରୁ
| ରଚନା ବାନାର୍ଜୀ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨ ଅକ୍ଟୋବର ୧୯୭୮ କଲିକତା, ପଶ୍ଚିମବଙ୍ଗ |
| ଜାତୀୟତା | ଭାରତୀୟ |
| ଜୀବିକା | ସିନେମା ଅଭିନେତ୍ରୀ |
| କାର୍ଯ୍ୟକାଳ | ୧୯୯୪-ଏବେଯାଏଁ |
| ପ୍ରସିଦ୍ଧି | ଓଡ଼ିଆ ସିନେମା, ଅଭିନେତ୍ରୀ |
ରଚନା ବାନାର୍ଜୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି ।
ବିଷୟସୂଚୀ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]
ରଚନା ବାନାର୍ଜୀ ପଶ୍ଚିମବଙ୍ଗର କଲିକତା ଠାରେ ୨ ଅକ୍ଟୋବର ୧୯୭୮ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
ସିନେମା ଜୀବନ[ସମ୍ପାଦନା]
୧୯୯୪ ମସିହାରେ ସେ ସାଗର ଗଙ୍ଗା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ରଚନା, ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।
ଅଭିନୀତ କଥାଚିତ୍ର[ସମ୍ପାଦନା]
ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]
ବଙ୍ଗଳା କଥାଚିତ୍ର[ସମ୍ପାଦନା]
ହିନ୍ଦୀ କଥାଚିତ୍ର[ସମ୍ପାଦନା]
ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ରଚନା ବାନାର୍ଜୀ (ଇଣ୍ଟରନେଟ ମୁଭି ଡାଟାବେସରେ)