ରଘୁନାଥ ମୁର୍ମୁ

ଉଇକିପିଡ଼ିଆ ରୁ
ପଣ୍ଡିତ ରଘୁନାଥ ମୁର୍ମୁ
ଜନ୍ମ ୫ ମେ ୧୯୦୫(1905-05-05)
(ଦରଦିହ) ଦାଣ୍ଡବୋସ, ରାଇରଙ୍ଗପୁର, ମୟୂରଭଞ୍ଜ, ବ୍ରିଟିଶ ଇଣ୍ଡିଆ
ତିରୋଧାନ ୧ ଫେବ୍ରୁଆରି ୧୯୮୨(1982-02-01) (ବୟସ ୭୬)
ଲେଖା ନାଆଁ ଗୁରୁ ଗୋମକେ
ବୃତ୍ତି ଚିନ୍ତାନାୟକ, କବି, ଲେଖକ, ଦାର୍ଶନିକ, ନାଟ୍ଯକାର
ଜାତୀୟତା  ଭାରତୀୟ
ଆଞ୍ଚଳିକତା ସାନ୍ତାଳି
ବିଷୟ ସାହିତ୍ୟ
ସାହିତ୍ୟର ଆନ୍ଦୋଳନ ଅଲ ଚିକି ଲିପିର ଗଠନ
ଆଖିଦୃଶିଆ କାମ ଦାରେଗେ ଧାନ''
ସିଧୁ କାହ୍ନୁ
ବିଦୁ ଚନ୍ଦନ
ଖେରବାଳ ବୀର
"ହିତଲ"

ପଣ୍ଡିତ ରଘୁନାଥ ମୁର୍ମୁ ( ଜନ୍ମ ୫ ମେ, ୧୯୦୫, ଦାଣ୍ଡବୋସ, ମୟୂରଭଞ୍ଜ, ଓଡ଼ିଶା – ୧ ଫେବ୍ରୁଆରି, ୧୯୮୨) ଅଲ ଚିକି ଲିପିର ଜନକ ଯାହା ବହୁବିଧ ନାମରେ ଯଥା; ଅଲ ସେମେତ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳି ଅକ୍ଷର ବୋଲି ଜଣାଶୁଣା ।୧୯୨୫ରେ ଏହି ଲିପି ସାନ୍ତାଳି ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶାଝାଡ଼ଖଣ୍ଡର ସାନ୍ତାଳି ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଅଛନ୍ତି ।

[ଏହାକୁ ବଦଳାନ୍ତୁ] ପ୍ରାରମ୍ଭିକ ଜୀବନ

ସେ ଓଡ଼ିଶାମୟୂରଭଞ୍ଜର ଏକ ୫ ମେ ୧୯୦୫ର ଏକ ପୂର୍ଣ୍ଣମୀ ତିଥି ଦହରଦିହ (ଦାଣ୍ଡବୋସ) ଠାରେ ଜନ୍ମ ନେଇଥିଲେ । ସେ ରାଇରଙ୍ଗପୁର ଠାରେ ଜଣେ ସ୍କୁଲ ଶିକ୍ଷକ ଥିଲେ ।

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା