ମୁକ୍ତି (କଥାଚିତ୍ର)

ଉଇକିପିଡ଼ିଆ ରୁ
ମୁକ୍ତି
ନିର୍ଦ୍ଦେଶକ ବ୍ୟୋମକେଶ ତ୍ରିପାଠୀ
ପଟ୍ଟଲେଖା ବ୍ୟୋମକେଶ ତ୍ରିପାଠୀ
କାହାଣୀ ରତ୍ନ ଦୀପ
କଳାକାର ସୁଜାତା ଆନନ୍ଦ, ଅନିତା ଦାସ, ଦୁର୍ଲ୍ଲଭ
ସଙ୍ଗୀତ ପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ ଅପ୍ରେଲ ୧୯୭୭
କଥାଚିତ୍ରର ସମୟ ୧୫୪ ମିନଟ
ଦେଶ  ଭାରତ
ଭାଷା ଓଡ଼ିଆ
ଖର୍ଚ Indian Rupee ₹ ୧ଲକ୍ଷ ୬୫ହଜାର

ମୁକ୍ତି, ୧୯୭୭ ମସିହାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହା ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ, ମମତା ପ୍ରଡ଼କ୍ସନର ମୁକ୍ତିଲାଭ କରିଥିଲା ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଅଭିନୟରେ

ଓଡ଼ିଆ କଥାଚିତ୍ର 'ମୁକ୍ତି'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

[ଏହାକୁ ବଦଳାନ୍ତୁ] ଗୀତ

ଏଥିରେ ଗୀତିକାର ଶିବବ୍ରତ ଦାସ, ପ୍ରଫୁଲ୍ଲ କର ଓ ବଳଦେବ ରଥଙ୍କ ରଚିତ ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ପ୍ରଫୁଲ୍ଲ କର । 'ମୁକ୍ତି'ର ଗୀତଗୁଡ଼ିକରେ ସିକନ୍ଦର ଆଲାମ, ବାଣୀ ଜୟରାମ, ସୁଧା ଓ ରଘୁନାଥ ପାଣିଗ୍ରାହୀ ପ୍ରମୁଖ କଣ୍ଠଦାନ କରିଥିଲେ ।

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା