ମହାସିଦ୍ଧ

ଉଇକିପିଡ଼ିଆ ରୁ

ମହାସିଦ୍ଧ ପୂର୍ବରୁ ତାଙ୍କ ରଚିତ ଅନେକ ପୋଥିର ନାମ ତେଙ୍ଗୁର ପୋଥିରେ ଦେଖିବାକୁ ମିଳିଥାଏ । [୧] ସେ ଓଡ଼ିଶାରେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତରନାଥଙ୍କ ବିବରଣୀରେ ଲିପିବଦ୍ଧ ଅଛି ଯେ ବୁଦ୍ଧ ଦେବ ଭବିଷ୍ୟତ ବାଣୀ କରିଥିଲେ ଯେ କାହ୍ନୁପା ଉରୁବିଷ ବା ଓଡ଼ିଶା ଦେଶରେ ଜନ୍ମଗ୍ରହଣ କରିବେ । [୨] କେତେକଙ୍କ ମତରେ କାହ୍ନ ବା କୃଷ୍ଣପାଦ ଜଣେ ବିଶିଷ୍ଠ ବୌଦ୍ଧତାନ୍ତ୍ରିକ ଯୋଗୀ ଥିଲେ ଓ ସେ ସିଦ୍ଧ ଜାଳନ୍ଧରିପାଙ୍କ ଶିଷ୍ୟ ଥିଲେ । ସେ ୭୪ ଖଣ୍ଡ ପୋଥି ରଚନା କରିଥିଲେ ଓ ଜାତିରେ କାୟସ୍ଥ ଥିଲେ ।[୩] । ତେବେ ସାଧନାମାଳାର ଲେଖକ ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ କାହ୍ନୁ ପାଙ୍କୁ ଜୁଲ୍ହାଜାତିର ଓ ଓଡ଼ିଆ ଭାଷୀ ବୋଲି ଅଭିହିତ କରିଅଛନ୍ତି ।[୪]

[ଏହାକୁ ବଦଳାନ୍ତୁ] ଚଉରାଶି ସିଦ୍ଧ

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉରାଶି ସିଦ୍ଧାଚାର୍ଯ୍ୟର ବହୁଳ ଉଲ୍ଲେଖ ଦେଖିବାକୁ ମିଳିଥାଏ । ବିଶେଷ ଭାବରେ ସାରଳା ଓ ପଞ୍ଚସଖା କାଳରେ କାହ୍ନୁପା, ମଛେନ୍ଦନାଥ (ମତ୍ସ୍ୟେନ୍ଦ୍ରନାଥ), ଲୁଇପା, ଶବରୀପା, ହାଡ଼ିପା ଓ ବିରୂପାଙ୍କ ନାମ ଉଲ୍ଲେଖଯୋଗ୍ୟ ।

ଚଉରାଶି ସିଦ୍ଧଙ୍କର ନାମ ଓ କାଳ:

ଅଙ୍କ ନାମ ଅନ୍ୟ ନାମ କାଳ ବିଶେଷତା
ଲୁଇପା ଲୁଇପାଦ ଖ୍ରୀ ୭୯୬-୮୦୯ ଆଶ୍ଚର୍ଯ୍ୟଚର୍ଯାଚୟର ୧୨ଟି ଗୀତିକା ରଚନା
ଲୀଳାପା
ବିରୂପା
ଡୋମ୍ବିପା (ଲୁଇପା)ଙ୍କ ଶିଷ୍ୟ
ଶବରପା (ସରହଙ୍କ ଶିଷ୍ୟ)
ସରହପା ସରହପା ଖ୍ରୀ. ୭୬୯-୮୦୯
କଙ୍କାଳିପା
ମୀନପା ଖ୍ରୀ. ୮୦୮-୪୯
ଗୋରକ୍ଷପା
୧୦ ଚଉରାଙ୍ଗିପା
୧୧ ବିଣାପା
୧୨ ଶାନ୍ତିପା ଖ୍ରୀ. ୭୯୪-୧୦୨୯
୧୩ ତନ୍ତିପା
୧୪ ଚମାରିପା
୧୫ ଖଡ଼ଗପା
୧୬ ନାଗାର୍ଜୁନପା
୧୭ କଣହପା ଖ୍ରୀ. ୮୦୯-୪୯
୧୮ କର୍ଣରିପା ଆର୍ଯଦେବ
୧୯ ଅଗଣପା
୨୦ ନାରୋପା ଖ୍ରୀ. ୭୯୪-୧୦୨୬
୨୧ ଶୀଳପା
୨୨ ତିଲୋପା
୨୩ ଛତ୍ରପା
୨୪ ଭଦ୍ରପା
୨୫ ଦୋଖନ୍ଦିପା
୨୬ ଅଜୋଗିପା
୨୭ କାଳପା
୨୮ ଆମ୍ବିପା
୨୯ କଙ୍କଣପା
୩୦ କମ୍ବଳପା
୩୧ ଢେଙ୍କିପା
୩୨ ଉଦେପା
୩୩ ତନ୍ତିପା
୩୪ କୁକୁରିପା କୁକ୍କୁରୀପା
୩୫ କୁସୁନ୍ଦିପା
୩୬ ଧର୍ମପା
୩୭ ମହିପା
୩୮ ଅଚନ୍ତିପା
୩୯ ଭଳହପା
୪୦ ନଳିନପା
୪୧ ଭୁସୁକୁପା
୪୨ ଇନ୍ଦଭୁତି ଇନ୍ଦ୍ରଭୂତି
୪୩ ମେକୋପା
୪୪ କୁଠାଳିପା
୪୫ କମରିପା
୪୬ ଜାଙ୍କଧରିପା
୪୭ ରାହୁଳପା
୪୮ ଧର୍ମରିପା
୪୯ ଧୋକଡ଼ିପା
୫୦ ମେଦିନୀପା
୫୧ ପଙ୍କଜପା
୫୨ ଘଣ୍ଟାପା ବଜ୍ର ଖ୍ରୀ. ୮୦୪-୪୯
୫୩ ଜୋଗିପା ଯୋଗୀପା
୫୪ ଚେଳୁକପା
୫୫ ଗୁଣ୍ଡୁରିପା
୫୬ ଲୁଚିକପା
୫୭ ନିର୍ଗୁଣପା
୫୮ ଜୟାନନ୍ତ
୫୯ ଚର୍ମଟିପା
୬୦ ଚମ୍ପକପା
୬୧ ଭିଖନପା
୬୨ ଭଳିପା
୬୩ କୁମରିପା
୬୪ ଚବରି ଅଜପାଳି
୬୫ ମଣିଭଦ୍ରା (ଯୋଗିନୀ)
୬୬ ମେଖଳପା (ଯୋଗିନୀ)
୬୭ କନଖଳାପା (ଯୋଗିନୀ)
୬୮ କଳକଳାପା
୬୯ କନ୍ଥାଳି
୭୦ ଧୁହୁରିପା
୭୧ ଉଧରିପା
୭୨ କମଳପା
୭୩ କିଳପା
୭୪ ସାଗରପା
୭୫ ସର୍ବଭକ୍ଷପା
୭୬ ନାଗବୋଧିପା
୭୭ ଦାରିକପା
୭୮ ପୁତୁଳିପା
୭୯ ପନହପା
୮୦ କୋକିଳିପା
୮୧ ଅନଙ୍ଗପା
୮୨ ଲକ୍ଷ୍ମୀଙ୍କରା (ଯୋଗିନୀ)
୮୩ ସମୁପପା
୮୪ ଭଳିପା

[୫]

[ଏହାକୁ ବଦଳାନ୍ତୁ] ଟୀକା

  1. କରଡିଆର. ତେଙ୍ଗୁର ଗ୍ରନ୍ଥାବଳୀ
  2. Dutta, B. Mystic of Tales Lama Taranath
  3. ରାହୁଳ ସାଂସ୍କୃତାୟନ
  4. ଡ. ବିନୟତୋଷ ଭଟ୍ଟାଚାର୍ଯ୍ୟ. ସାଧନାମାଳା. ୨ଯ ଭାଗ ପ୍ରସ୍ତାବନା. ପୃ. ୫୩
  5. ବୌଦ୍ଧ ସିଦ୍ଧ ସାହିତ୍ୟ. ରାହୁଳ ସାଂସ୍କୃତାୟନ. ସମ୍ମେଳନ ପତ୍ରିକା, ହୀନଧୀ ସାହିତ୍ୟ ସମ୍ମେଳନ (୧୮୮୭). ଭାଗ ୫୧, ସଂ. ୧-୨. ପୃ. ୧୩

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା