କୁକୁରୀପା

ଉଇକିପିଡ଼ିଆ‌ରୁ
(କୁକୁରିପାରୁ ଲେଉଟି ଆସିଛି)

କୁକୁରିପାକୁକ୍କୁରୀପା ଏଠାକୁ ଫେରା ଆଣିଥାନ୍ତି ।

କୁକୁରୀପା
ଧର୍ମବୌଦ୍ଧ
ଜନ୍ମସ୍ଥାନଓଡ଼ିଶା
ଦର୍ଶନବୌଦ୍ଧବାଦ
ରଚନାବଳୀଆଶ୍ଚର୍ଯ୍ୟଚର୍ଯାଚୟର ଚର୍ଯା ଗୀତିକା ରଚନା

କୁକୁରୀପା ବୌଦ୍ଧ ଧର୍ମର ଜଣେ ମହାସିଦ୍ଧ ଥିଲେ ।

ଜୀବନକାଳ[ସମ୍ପାଦନା]

ସେ ପୁରାତନ ଭାରତର ଓଡ଼ିଶାରେ ଜନ୍ମ ଓ ବସବାସ କରୁଥିଲେ ।[୧][୨] ସେ ବଜ୍ରଯାନରେ ବିଶେଷ ସାଧନା କରିଥିଲେ । ତାଙ୍କର ଭ୍ରମଣ କାଳରେ ସେ ଭୋକିଲା କୁକୁରଟିଏ ଏକ ବୁଦା ମୂଳରୁ ପାଇଥିଲେ । କରୁଣାରେ ସେ ତାହାକୁ ଖୁଆଇଥିଲେ ଓ ପାଖରେ ରଖି ପାଳିଥିଲେ । ସେ ତାଙ୍କ ପାଖରେ ରହିଥିଲା ଓ ଗୁହାଟିଏ ଖୋଜି ପାଇଥିଲା ଯେଉଁଠାରେ ସେ ଅଧିକ କାଳ ଧରି ନିରବଚ୍ଛିନ୍ନ ଯୋଗ ସାଧନା କରିପାରୁଥିଲେ ଓ କୁକୁରୀଟି ଗୁମ୍ଫାର ବାହାରେ ଜଗିବସୁଥିଲା ।[୩]

ଲାମା ସୂର୍ଯ୍ୟ ଦାସଙ୍କ ମତରେ:

ଜ୍ଞାନ-ଡାକିଣୀ ତାଙ୍କୁ କହିଥିଲା: "କୁକୁରୀପା ମାୟା ମୋହରୁ ମୁକ୍ତ । ସେ କୁଡ଼ିଆରେ ଶୋଇପାରନ୍ତି, କୁକୁରୀ ସହ ବୁଲିପାରନ୍ତି, ନିଜର ବୋଲି କିଛି ନଥାଏ, ଗାନ-ବାଜଣା କରନ୍ତି ନାହିଁ, ତାଙ୍କ ପାଖରେ ଶୁଆ ନଥାଏ କି ବାଦନ ଯନ୍ତ୍ର ନଥାଏ କିମ୍ବା ଧର୍ମ ପୋଥି ନଥାଏ । ଯେହେତୁ ସେ କୌଣସି ମହାନୁଭବଙ୍କ ଉପରେ ନିର୍ଭର କରିନଥାନ୍ତି ଓ ମହା-ବୋଧିର ଅଧିକାରୀ, ଆମ୍ଭେ ନଭଚାରୀ-ଡାକିଣୀ ଗଣ ତାହାଙ୍କ ସେବା ନିମନ୍ତେ ଖଞ୍ଜା ଓ ବାଧ୍ୟ ।”[୪]

ରଚନାବଳୀ[ସମ୍ପାଦନା]

କୁକୁରୀପା ତାହାଙ୍କର ଚର୍ଯାପଦର ଅନେକ ରଚନା ନିମନ୍ତେ ଖ୍ୟାତ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. Robert Beer (illustrator), Keith Dowman (translator), and Bhaga Tulku Pema Tenzin (translator) (1998-06-01). Buddhist Masters of Enchantment: The Lives and Legends of the Mahasiddhas. Inner Traditions. ISBN 0892817844. {{cite book}}: |author= has generic name (help)CS1 maint: multiple names: authors list (link)
  2. Mondup Sherab (author), Keith Dowman (translator), and Bhaga Tulku Pema Tenzin (translator) (1985). Legends of the Eighty-four Mahasiddhas (Grub thob brgyad bcu tsa bzhi'i lo rgyus). State University of New York Press: Albany, NY. {{cite book}}: |author= has generic name (help); Cite has empty unknown parameter: |1= (help)CS1 maint: multiple names: authors list (link)
  3. Robert Beer (1986). Mahasiddha Kukkuripa, The Dog Lover. Wisdom Publications: London.
  4. Das, Surya (06 Jun 2003). "The Radiant River of Mahamudra". Archived from the original on 2008-05-11. Retrieved 2008-09-26. {{cite web}}: Check date values in: |date= (help)

ଆଧାର[ସମ୍ପାଦନା]

ବାହାର ଲିକ[ସମ୍ପାଦନା]