Jump to content

ମତେ ବୋହୂ କରି ନେଇ ଯା

ଉଇକିପିଡ଼ିଆ‌ରୁ
ମତେ ବୋହୂ କରି ନେଇ ଯା’
ନିର୍ଦ୍ଦେଶକବିକାଶ ଦାଶ
ପ୍ରଯୋଜକଜ୍ଞାନ ରଞ୍ଜନ ପ୍ରୀୟଦର୍ଶନ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟବିକାଶ ଦାଶ
କାହାଣୀଜ୍ୟୋତ୍ସ୍ନା ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର, ଦିପେନ, ମିହିର ଦାସ,ରାଜା ମୁରାଦ
ସଙ୍ଗୀତବିକାଶ ଶୁକ୍ଳା
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
Production
company
ଦର୍ଶନ ମ୍ୟୁଜିକ୍ ଏଣ୍ଡ ଫିଲ୍ମ୍ସ୍
ମୁକ୍ତିଲାଭ ତାରିଖ
୦୩ ଅପ୍ରେଲ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ବିକାଶ ଦାଶଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମତେ ବୋହୂ କରି ନେଇ ଯା [] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।[] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ[]

ବ୍ୟାଙ୍କକରେ ରହୁଥିବା ଦୁଇ ପ୍ରବାସି ଓଡ଼ିଆ ପରିବାର ନିଜର ପରମ୍ପରା ଏବଂ ସଂସ୍କୃତିକୁ କେମିତି ବଞ୍ଚେଇ ରଖିଛନ୍ତି, ତାରି ଉପରେ କାହାଣିଟି ପରିବେଷିତ ।

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]
  1. ଅଗଣା ତୋର ଡାକୁଚି ମତେ
  2. ଆମେ କଣ ତମ ପାଇଁ ଫିଟ ନୁହଁ କି
  3. ଏତେ ଭଲ ପାଅନାହିଁ
  4. ଗୋଟିଏ ଚିଠି ଦୁଇ ଠିକଣା
  5. ଥିରି ଥିରି ଚୋରି ଚୋରି
  6. ହସିବାର ମିଛ ଅଭିନୟ
  1. ଇଣ୍ଟରନେଟ ମୁଭି ଡାଟାବେସରେ ମତେ ବୋହୂ କରି ନେଇ ଯା
  2. http://cinemasagar.com/2011/03/mate-bohu-kari-nei-ja-releasing-on-1st-april/
  3. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  4. "ମାଳବିକାଙ୍କ ଲେଉଟାଣି". ସକାଳ. 17 July 2022. p. 15. Archived from the original on 18 July 2022. Retrieved 18 July 2022.
  5. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)