ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ
ଦେଖଣା
(ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟିକୁ ଓଡ଼ିଆକୁ ଅନୁବାଦ କରିବାକୁ ପଡ଼ିବ । ଏହି ପ୍ରସଙ୍ଗଟି ଓଡ଼ିଆ ଭାଷାରେ ଲେଖାଯାଇ ନାହିଁ । ଏହି ଉଇକିପିଡ଼ିଆଟି ଓଡ଼ିଆ ଭାଷାଭାଷୀ ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟ ଭାଷାର ଉଇକିପିଡ଼ିଆ ବାବଦରେ ଜାଣିବା ପାଇଁ ଉଇକିପିଡ଼ିଆମାନଙ୍କର ତାଲିକା ଦେଖନ୍ତୁ । ଓଡ଼ିଆରେ ଲେଖିବା ପାଇଁ ସହଯୋଗ ଚାହୁଁଥିଲେ ଏହି ଲିଙ୍କ୍ଟି ଦେଖନ୍ତୁ । If you have just labeled this page as needing translation, please add {{subst:Needtrans | pg = ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ | Language = unknown | Comments = }} ~~~~ to the bottom of this section of Pages needing translation into Odia. |
ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୨୦୦୯ |
ପ୍ରକାର | ସରକାରୀ |
ଅଧ୍ୟକ୍ଷ | ଡ: ରଞ୍ଜନ କୁମାର ସ୍ୱାଇଁ |
ଅବସ୍ଥାନ | ବ୍ରହ୍ମପୁର, ଓଡ଼ିଶା, ଭାରତ |
ପରିସର | ୮୫ ଏକର |
ଅନୁବନ୍ଧନ | ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ |
ୱେବସାଇଟ | www |
ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଓଡ଼ିଶା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନଗରରେ ଅବସ୍ଥିତ ଏକ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ । ଏହା ୨୦୦୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଜାରା ସ୍ଥାପିତ ହୋଇଥିଲା । ଏହି ସରକାରୀ ମହାବିଦ୍ୟାଳୟଟି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ।
୯ଟି ବିଭାଗ:[ଆଧାର ଲୋଡ଼ା]
ବିଭାଗନିର୍ମାଣ (ସିଭିଲ୍) | ୧୨୦ |
କମ୍ପ୍ୟୁଟର୍ ସାଇନସ୍ | ୧୨୦ |
ଇଲେକ୍ଟ୍ରିକାଲ୍ | ୧୨୦ |
ଯାନ୍ତ୍ରିକ (ମେକାନିକାଲ୍) | ୧୨୦ |
ବିଦ୍ୟୁତାଣୁ (ଇଲେକଟୋନିକ୍ସ) | ୬୦ |
ଯାନବାହନ (ଅଟୋମୋବାଇଲ) | ୬୦ |
ଉତ୍ପାଦନ (ପ୍ରଡ଼କ୍ସନ) | ୬୦ |
ରସାୟନ (କେମିକ୍ୟାଲ୍) | ୬୦ |
ମେଟାଲୁର୍ଜି | ୬୦ |