ଚଣ୍ଡୀ ମନ୍ଦିର, ଚଣ୍ଡୀଖୋଲ

ଉଇକିପିଡ଼ିଆ‌ରୁ
ଚଣ୍ଡୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଯାଜପୁର
Location
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20.708507, 86.103100
Architecture
ବାବା ଭୈରବାନନ୍ଦ ବ୍ରହ୍ମଚାରୀ

ଚଣ୍ଡୀ ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ଅବସ୍ଥିତ ଏକ ଶକ୍ତି ମନ୍ଦିର ।[୧] ଏଠାରେ ମା ଚଣ୍ଡୀଙ୍କୁ ପୁଜା କରାଯାଏ । ଏହା ଚଣ୍ଡୀଖୋଲ ଛକଠାରୁ ପ୍ରାୟ ୪ କି.ମି ଦୂରରେ ଅବସ୍ଥିତ ।[୨] ବାବା ଭୈରବାନନ୍ଦ ବ୍ରହ୍ମଚାରୀ ବରୁଣେଇ ପର୍ବତ ଉପରେ ଚଣ୍ଡୀ ଆରାଧନା କରୁଥିଲେ । ଏହି ସ୍ଥାନରେ ସେ ଚଣ୍ଡୀ ମନ୍ଦିରର ୧୯୩୨ ମସିହାରେ ପ୍ରତିଷ୍ଠା କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "ଚଣ୍ଡୀଖୋଲ ଚଣ୍ଡୀ ମନ୍ଦିର | ଯାଜପୁର ଜିଲ୍ଲା:ଓଡ଼ିଶା | India" (in od). Retrieved 2022-07-05.{{cite web}}: CS1 maint: unrecognized language (link)
  2. Ardhendu (2014-02-14). "Chandi Mandir of Jajpur". New Odisha (in ଆମେରିକୀୟ ଇଂରାଜୀ). Archived from the original on 2022-07-05. Retrieved 2022-07-05.
  3. "Chandikhole chandi Temple | Jajpur District:Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-07-05.