ଅହମଦାବାଦ କାଳୀ ବାଡ଼ି

Coordinates: 23°02′08.39″N 72°28′54.19″E / 23.0356639°N 72.4817194°E / 23.0356639; 72.4817194
ଉଇକିପିଡ଼ିଆ‌ରୁ
ଅହମଦାବାଦ କାଳୀ ବାଡ଼ି
ଅହମଦାବାଦ କାଳୀ ବାଡ଼ି - ବଗିଚା ଦକ୍ଷିଣ ପାଖରୁ ଦୃଶ୍ୟ (ଅକ୍ଟୋବର ୨୦୧୮)
ଅହମଦାବାଦ କାଳୀ ବାଡ଼ି (ଅକ୍ଟୋବର ୨୦୧୮)
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଅହମଦାବାଦ
ଦେବାଦେବୀକାଳୀ
Location
ସ୍ଥାନଅହମଦାବାଦ
Stateଗୁଜରାଟ
Countryଭାରତ
ଅହମଦାବାଦ କାଳୀ ବାଡ଼ି is located in Ahmedabad
ଅହମଦାବାଦ କାଳୀ ବାଡ଼ି
Location in Ahmedabad, Gujarat
ଅହମଦାବାଦ କାଳୀ ବାଡ଼ି is located in Gujarat
ଅହମଦାବାଦ କାଳୀ ବାଡ଼ି
ଅହମଦାବାଦ କାଳୀ ବାଡ଼ି (Gujarat)
ଭୌଗଳିକ ଅବସ୍ଥିତି23°02′08.39″N 72°28′54.19″E / 23.0356639°N 72.4817194°E / 23.0356639; 72.4817194
Architecture
Typeବଙ୍ଗାଳୀ ସ୍ଥାପତ୍ୟ (Bengal architecture)
Completed2014
Website
ahmedabadkalibari.com

ଅହମଦାବାଦ କାଳୀ ବାଡ଼ି (ଗୁଜରାଟୀ: અમદાવાદ કાલી બારી, ବଙ୍ଗଳା: আহমেদাবাদ কালী বাড়ি, Devnagari: अहमदाबाद काली बारी) ଏକ ହିନ୍ଦୁ ମନ୍ଦିର ଯାହା ଦେବୀ କାଳୀଙ୍କୁ ଉତ୍ସର୍ଗ କରାଯାଇଛି । ଏହା ଭାରତର ଅହମଦାବାଦରେ ଏକ ବେଙ୍ଗଲୀ ସଂସ୍କୃତି (Bengali Culture) କେନ୍ଦ୍ର ରୂପେ ପରିଚିତ । ପଶ୍ଚିମ ଅହମଦାବାଦର କାଳୀ ବାଡ଼ି ରୋଡ଼ରେ ୨୦୧୪ ମସିହାରେ ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା ।

ଇତିହାସ[ସମ୍ପାଦନା]

ଅହମଦାବାଦର ସାଂସ୍କ୍ରୁତିକ ସଂଘ ଏହି ମନ୍ଦିରକୁ ୨୦୧୪ମସିହାରେ ତିଆରି କରେଇଥିଲେ ଯାହା ଗୁଜରାଟର ସବୁଠାରୁ ପୁରାତନ ଅନୁଷ୍ଠନ ଅଟେ ।[୧]

ଦୂର୍ଗା ପୂଜା ନିମନ୍ତେ ଏହି ମନ୍ଦିର ପରିଚିତ ଓ ପ୍ରତିବର୍ଷ ମନ୍ଦିର ସଂଲଗ୍ନ ପଡ଼ିଆରେ ଏହି ପୂଜା ଅନୁଷ୍ଠିତ ହୁଏ ।[୨][୩] ପ୍ରାୟ ୮୦ ବର୍ଷ ପୂର୍ବେ ଏହି ମନ୍ଦିର ପରିଚାଳନା ଗୋଷ୍ଠୀ ଅହମଦାବାଦର ପ୍ରଥମ ଦୁର୍ଗା ପୂଜା ପାଳନ କରିଥିଲେ ।[୪] ୨୦୨୨ ମସିହାରେ ଏହା ୮୫ ତମ ଦୂର୍ଗା ପୂଜା ପାଳନ କରିଥିଲେ ।[୫]

ସ୍ଥାପତ୍ୟ[ସମ୍ପାଦନା]

ପାରମ୍ପରିକ ବଙ୍ଗାଳୀ କୁଟୀର ଶୈଳୀର ଉପମାରେ ଓ ବଙ୍ଗାଳୀ ସ୍ଥାପତ୍ୟ ଅନୁସାରେ ଏହି ମନ୍ଦିର ତିଆରି ହୋଇଥିଲା । ମନ୍ଦିରର ମୂଳ କୋଠା ବଙ୍ଗାଳୀ ସ୍ଥାପତ୍ୟର (Bengal architecture) ଏକ ଉଦାହରଣ ଯାହା ପାରମ୍ପରିକ ବଙ୍ଗାଳୀ କୁଟୀର ଶୈଳୀରେ ତିଆରି ହୋଇଛି ।[୧]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Kalibari opens to all". The Times of India (in ଇଂରାଜୀ). March 4, 2014. Retrieved 2021-12-05.
  2. "Ahmedabad: Bengali culture and cuisine delight on Durga Ashtami". The Times of India (in ଇଂରାଜୀ). October 6, 2019. Retrieved 2021-12-05.
  3. "Durga Puja festivities begin in Ahmedabad". The Times of India (in ଇଂରାଜୀ). October 4, 2019. Retrieved 2021-12-05.
  4. Nair, Avinash (2019-10-03). "Ahmedabad: Non-veg delicacies back on menu for Durga Puja this year". The Indian Express (in ଇଂରାଜୀ). Retrieved 2022-11-09.
  5. Bhatt, Megha (10 September 2022). "Bengalis all set for Kolkata-like Durga Puja celebrations". Ahmedabad Mirror (in ଇଂରାଜୀ). Retrieved 2022-11-09.