Jump to content

ସୋଫୋସବୁଭିର/ଭେଲପାଟାସଭିର/ଭୋକ୍ସିଲାପ୍ରେଭିର

ଉଇକିପିଡ଼ିଆ‌ରୁ
ସୋଫୋସବୁଭିର/ଭେଲପାଟାସଭିର/ଭୋକ୍ସିଲାପ୍ରେଭିର
Combination of
SofosbuvirNS5B RNA polymerase inhibitor
VelpatasvirNS5A inhibitor
VoxilaprevirNS3/4A protease inhibitor
Clinical data
Trade namesVosevi
AHFS/Drugs.commonograph
MedlinePlusa617037
data
Pregnancy
category
  • AU: B1
  • US: N (Not classified yet)
Routes of
administration
By mouth (tablets)
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Chemical and physical data
FormulaC111H135F5N17O26PS
Molar mass୨,୨୮୧.୪୨ g·mol−1
3D model (JSmol)
  • CCC1C2CN(C1C(=O)NC3(CC3C(F)F)C(=O)NS(=O)(=O)C4(CC4)C)C(=O)C(NC(=O)OC5CC5CCCCC(C6=NC7=C(C=C(C=C7)OC)N=C6O2)(F)F)C(C)(C)C.CC1CCC(N1C(=O)C(C(C)C)NC(=O)OC)C2=NC3=C(N2)C=CC4=CC5=C(C=C43)OCC6=C5C=CC(=C6)C7=CN=C(N7)C8CC(CN8C(=O)C(C9=CC=CC=C9)NC(=O)OC)COC.CC(C)OC(=O)C(C)NP(=O)(OCC1C(C(C(O1)N2C=CC(=O)NC2=O)(C)F)O)OC3=CC=CC=C3
  • InChI=1S/C49H54N8O8.C40H52F4N6O9S.C22H29FN3O9P/c1-26(2)41(54-48(60)63-5)47(59)57-27(3)12-17-38(57)45-51-36-16-14-30-20-35-33-15-13-31(19-32(33)25-65-40(35)21-34(30)43(36)53-45)37-22-50-44(52-37)39-18-28(24-62-4)23-56(39)46(58)42(55-49(61)64-6)29-10-8-7-9-11-29;1-7-22-27-19-50(28(22)32(51)48-39(18-23(39)31(41)42)35(53)49-60(55,56)38(5)14-15-38)34(52)30(37(2,3)4)47-36(54)59-26-16-20(26)10-8-9-13-40(43,44)29-33(58-27)46-25-17-21(57-6)11-12-24(25)45-29;1-13(2)33-19(29)14(3)25-36(31,35-15-8-6-5-7-9-15)32-12-16-18(28)22(4,23)20(34-16)26-11-10-17(27)24-21(26)30/h7-11,13-16,19-22,26-28,38-39,41-42H,12,17-18,23-25H2,1-6H3,(H,50,52)(H,51,53)(H,54,60)(H,55,61);11-12,17,20,22-23,26-28,30-31H,7-10,13-16,18-19H2,1-6H3,(H,47,54)(H,48,51)(H,49,53);5-11,13-14,16,18,20,28H,12H2,1-4H3,(H,25,31)(H,24,27,30)/t27-,28-,38-,39-,41-,42+;20-,22-,23+,26-,27+,28+,30-,39-;14-,16+,18+,20+,22+,36-/m010/s1
  • Key:FMWRYUBVSONSCK-ZYTFCPLVSA-N

ସୋଫୋସବୁଭିର/ଭେଲପାଟାସଭିର/ଭୋକ୍ସିଲାପ୍ରେଭିର, ଭୋସେଭି ଏହାର ଏକ ବିକ୍ରୟ ନାମ, ହେଉଛି ହେପାଟାଇଟିସ ସି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ମିଶ୍ରଣ ।[] ଏହା ଖାଦ୍ୟ ସହିତ ପାଟିରେ ଦ୍ୱାରା ନିଆଯାଏ । ଏହା ୯୫% ଫଳପ୍ରଦ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକାପଣ, ତରଳ ଝାଡ଼ା, ଶୋଇବାରେ ଅସୁବିଧା ଏବଂ ଅଇ ଲାଗିପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାଟାଇଟିସ ବି ପୁନଃ ସକ୍ରିୟ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହି ଗୋଷ୍ଠୀରେ ଏହା ଭଲ ଅଧ୍ୟୟନ କରାଯାଇ ନାହିଁ ।[] ଏଥିରେ ସୋଫୋସବୁଭିର/ଭେଲପାଟାସଭିର/ଭୋକ୍ସିଲାପ୍ରେଭିର ଥାଏ ଯାହା ପ୍ରତ୍ୟେକ ଜୀବାଣୁ ଆବଶ୍ୟକ କରୁଥିବା ଏକ ଏନଜାଇମକୁ ଅବରୋଧ କରିଥାଏ ।[]

୩୦୨୭ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଯୁକ୍ତରାଷ୍ଟ୍ର ଏହି ମିଶ୍ରଣକୁ ଅନୁମୋଦନ କରିଛନ୍ତି ।[][] ଯୁକ୍ତରାଷ୍ଟ୍ରରେ ୮ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୪୮,୫୦୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୦,୦୦୦ ପାଉଣ୍ଡ । []

  1. ୧.୦ ୧.୧ ୧.୨ "Vosevi EPAR". European Medicines Agency (EMA). Archived from the original on 23 October 2020. Retrieved 24 September 2020.
  2. ୨.୦ ୨.୧ "Sofosbuvir, Velpatasvir, And Voxilaprevir Monograph for Professionals". Drugs.com (in ଇଂରାଜୀ). Archived from the original on 12 January 2020. Retrieved 14 October 2021.
  3. "Sofosbuvir / velpatasvir / voxilaprevir (Vosevi) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 14 October 2021.
  4. "Vosevi Prices, Coupons & Savings Tips - GoodRx". GoodRx. Retrieved 14 October 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 667. ISBN 978-0-85711-369-6.{{cite book}}: CS1 maint: date format (link)