ସୋଫୋସବୁଭିର/ଭେଲପାଟାସଭିର/ଭୋକ୍ସିଲାପ୍ରେଭିର
Combination of | |
---|---|
Sofosbuvir | NS5B RNA polymerase inhibitor |
Velpatasvir | NS5A inhibitor |
Voxilaprevir | NS3/4A protease inhibitor |
Clinical data | |
Trade names | Vosevi |
AHFS/Drugs.com | monograph |
MedlinePlus | a617037 |
data | |
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Chemical and physical data | |
Formula | C111H135F5N17O26PS |
Molar mass | ୨,୨୮୧.୪୨ g·mol−1 |
3D model (JSmol) | |
| |
|
ସୋଫୋସବୁଭିର/ଭେଲପାଟାସଭିର/ଭୋକ୍ସିଲାପ୍ରେଭିର, ଭୋସେଭି ଏହାର ଏକ ବିକ୍ରୟ ନାମ, ହେଉଛି ହେପାଟାଇଟିସ ସି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ମିଶ୍ରଣ ।[୧] ଏହା ଖାଦ୍ୟ ସହିତ ପାଟିରେ ଦ୍ୱାରା ନିଆଯାଏ । ଏହା ୯୫% ଫଳପ୍ରଦ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକାପଣ, ତରଳ ଝାଡ଼ା, ଶୋଇବାରେ ଅସୁବିଧା ଏବଂ ଅଇ ଲାଗିପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାଟାଇଟିସ ବି ପୁନଃ ସକ୍ରିୟ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହି ଗୋଷ୍ଠୀରେ ଏହା ଭଲ ଅଧ୍ୟୟନ କରାଯାଇ ନାହିଁ ।[୩] ଏଥିରେ ସୋଫୋସବୁଭିର/ଭେଲପାଟାସଭିର/ଭୋକ୍ସିଲାପ୍ରେଭିର ଥାଏ ଯାହା ପ୍ରତ୍ୟେକ ଜୀବାଣୁ ଆବଶ୍ୟକ କରୁଥିବା ଏକ ଏନଜାଇମକୁ ଅବରୋଧ କରିଥାଏ ।[୧]
୩୦୨୭ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଯୁକ୍ତରାଷ୍ଟ୍ର ଏହି ମିଶ୍ରଣକୁ ଅନୁମୋଦନ କରିଛନ୍ତି ।[୨][୧] ଯୁକ୍ତରାଷ୍ଟ୍ରରେ ୮ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୪୮,୫୦୦ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୦,୦୦୦ ପାଉଣ୍ଡ । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Vosevi EPAR". European Medicines Agency (EMA). Archived from the original on 23 October 2020. Retrieved 24 September 2020.
- ↑ ୨.୦ ୨.୧ "Sofosbuvir, Velpatasvir, And Voxilaprevir Monograph for Professionals". Drugs.com (in ଇଂରାଜୀ). Archived from the original on 12 January 2020. Retrieved 14 October 2021.
- ↑ "Sofosbuvir / velpatasvir / voxilaprevir (Vosevi) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 14 October 2021.
- ↑ "Vosevi Prices, Coupons & Savings Tips - GoodRx". GoodRx. Retrieved 14 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 667. ISBN 978-0-85711-369-6.
{{cite book}}
: CS1 maint: date format (link)