ସୁରେଶ ଚନ୍ଦ୍ର ମିଶ୍ର
ଦେଖଣା
ସୁରେଶ ଚନ୍ଦ୍ର ମିଶ୍ର | |
---|---|
ସାଂସଦ: ୧ମ ଲୋକ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ମୁଙ୍ଗେର[୧] |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୦୩ |
ମୃତ୍ୟୁ | ୩୦ ମାର୍ଚ୍ଚ ୧୯୯୩ (ବୟସ ୮୯–୯୦) ମୋଙ୍ଗୀର, ବିହାର. |
ରାଜନୀତିକ ଦଳ | ସୋସିଆଲିଷ୍ଟ ପାର୍ଟି[୨] |
ସୁରେଶ ଚନ୍ଦ୍ର ମିଶ୍ର (୧୯୦୩ – ୩୦ ମାର୍ଚ୍ଚ ୧୯୯୩) ଜଣେ ଭାରତୀୟ ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୩] ୧୯୫୨ ମସିହାରେ ସେ ବିହାରର ମୋଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୨୦ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।[୪][୫]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁରେଶ ଚନ୍ଦ୍ର ମିଶ୍ର ବୃତ୍ତିରେ ଜଣେ କୃଷକ ଥିଲେ[୬] ଏବଂ ପରେ ସମାଜ ସେବା ଓ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ହିନ୍ଦୀରେ ଅନେକ ଲେଖା ଲେଖିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]୧୯୯୩ ମସିହାର ମାର୍ଚ୍ଚ ୩୦ ତାରିଖରେ ବିହାରର ମୋଙ୍ଗହିରଠାରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "1951 India General (1st Lok Sabha) Elections Results". www.elections.in.
- ↑ ୨.୦ ୨.୧ ୨.୨ "Members : Lok Sabha". loksabha.nic.in.
- ↑ "List Of Political Parties" (PDF). Archived from the original (PDF) on 2020-02-05. Retrieved 2020-02-29.
- ↑ "Bio". parliamentofindia.nic.in. Retrieved 2020-03-01.
- ↑ "Pandit Suresh Chandra Mishra MP biodata Monghyr North-West | ENTRANCEINDIA". Archived from the original on 2023-08-15. Retrieved 2023-08-15.
- ↑ Sharma, Rajendra Narayan (February 5, 1977). "Thirty Years of Indian Journal of Agricultural Economics: Cumulative Index to Volumes I-XXX, 1946-1975". Concept Publishing Company – via Google Books.