ସଞ୍ଜୟ କୁମାର ପଣ୍ତା
ଦେଖଣା
ସଞ୍ଜୟ କୁମାର ପଣ୍ତା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୧ ଡିସେମ୍ବର ୧୯୯୦ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ହୁ ବାଇଆ ତକିଆ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର (୨୦୨୪) |
ସଞ୍ଜୟ କୁମାର ପଣ୍ତା (ଜନ୍ମ: ୧୧ ଡିସେମ୍ବର ୧୯୯୦) ଜଣେ ଓଡ଼ିଆ ଗାଳ୍ପିକ । ତାଙ୍କ ଗଳ୍ପ ସଂକଳନ ହୁ ବାଇଆ ନିମନ୍ତେ ତାଙ୍କୁ ୨୦୨୪ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧] ୨୦୨୩ ମସିହାରେ ସେ ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର ମଧ୍ୟ ଲାଭ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ହୁ ବାଇଆ
- ତକିଆ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୪[୨]
- ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର - ୨୦୨୩ (ଗାଳ୍ପିକା କବିତା ବାରିକ ପ୍ରଦତ୍ତ)[୩]
ଆଧାର
[ସମ୍ପାଦନା]- ↑ "ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Samaja Live. 15 June 2024. Retrieved 15 June 2024.
- ↑ Mohapatra, Rajendra Prasad (15 June 2024). "2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar". 2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar. Retrieved 15 June 2024.
- ↑ Bureau, Sambad (4 July 2023). "ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ଫକୀରମୋହନ ଜାତୀୟ ପୁରସ୍କାର". Sambad. Retrieved 15 June 2024.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ସଞ୍ଜୟ କୁମାର ପଣ୍ତା
ବାବଦରେ ମାଧ୍ୟମ ରହିଛି ।