Jump to content

ସଞ୍ଜୟ କୁମାର ପଣ୍ତା

ଉଇକିପିଡ଼ିଆ‌ରୁ
ସଞ୍ଜୟ କୁମାର ପଣ୍ତା
Sanjay Panda at Salandi Sahitya Sangram, Bhadrak in 2024
୨୦୨୪ ମସିହାରେ ଭଦ୍ରକଠାରେ ଆୟୋଜିତ ସାଳନ୍ଦୀ ସାହିତ୍ୟ ସଙ୍ଗମରେ ସଞ୍ଜୟ ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନ (1990-12-11) ୧୧ ଡିସେମ୍ବର ୧୯୯୦ (ବୟସ ୩୩)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିହୁ ବାଇଆ
ତକିଆ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର (୨୦୨୪)

ସଞ୍ଜୟ କୁମାର ପଣ୍ତା (ଜନ୍ମ: ୧୧ ଡିସେମ୍ବର ୧୯୯୦) ଜଣେ ଓଡ଼ିଆ ଗାଳ୍ପିକ । ତାଙ୍କ ଗଳ୍ପ ସଂକଳନ ହୁ ବାଇଆ ନିମନ୍ତେ ତାଙ୍କୁ ୨୦୨୪ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧] ୨୦୨୩ ମସିହାରେ ସେ ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର ମଧ୍ୟ ଲାଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ହୁ ବାଇଆ
  • ତକିଆ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୪[୨]
  • ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର - ୨୦୨୩ (ଗାଳ୍ପିକା କବିତା ବାରିକ ପ୍ରଦତ୍ତ)[୩]

ଆଧାର[ସମ୍ପାଦନା]

  1. "ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Samaja Live. 15 June 2024. Retrieved 15 June 2024.
  2. Mohapatra, Rajendra Prasad (15 June 2024). "2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar". 2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar. Retrieved 15 June 2024.
  3. Bureau, Sambad (4 July 2023). "ହିନ୍ଦୀ ଲେଖିକା ଅଳକା ସରାୱଗୀଙ୍କୁ ଫକୀରମୋହନ ଜାତୀୟ ପୁରସ୍କାର". Sambad. Retrieved 15 June 2024.

ବାହାର ଆଧାର[ସମ୍ପାଦନା]