ଶିବାଜୀ
ଶିବାଜୀ | |
---|---|
Shivaji's portrait (1680-7), housed in the British Museum | |
ଶାସନକାଳ | ୧୬୭୪-୧୬୮୦ CE |
ରାଜ୍ୟାଭିଷେକ | ୬ ଜୁନ ୧୬୭୪ |
ଉତ୍ତରାଧିକାରୀ | ସମ୍ଭାଜୀ |
ସ୍ୱାମୀ/ସ୍ତ୍ରୀ | ସାଇବାଈ (ନିମବାଲକର) ସୋୟାରବାଈ (ମୋହିତେ) ପୁଟଲାବାଈ (ପାଲକର) ଲକ୍ଷ୍ମୀ ବାଈ (ବିଚାରେ) କାଶୀବାଈ ଯାଦବ[୧] |
ସନ୍ତାନସନ୍ତତିଗଣ | |
ସାମ୍ଭାଜୀ, son ରାଜାରାମ, son ସକୁବାଇ ନିମ୍ବଲକର, ଝିଅ ରାନୁବାଇ ଯାଦବ , ଝିଅ ଆମ୍ବିକାବାଇ ମାଧିକ,ଝିଅ ଦୀପାବାଇ, ଝିଅ ରାଜକୁଂବର୍ବାଇ ଶିରକେ , ଝିଅ କମଳାବାଇ ପଲକର, ଝିଅ | |
ବାପା | ସାଜାହୀ ଭୋଁସଲେ |
ମାଆ | ଜିଜାବାଈ |
ଜନ୍ମ | c. ଅପ୍ରେଲ ୧୬୨୭/ ୧୯ ଫ୍ରେବୃୟାରୀ ୧୬୩୦[୨] Shivneri Fort, near ପୁଣେ, ଭାରତ |
ମୃତ୍ୟ | ୩ ଅପ୍ରେଲ ୧୬୮୦ ରାୟଗଡ଼ ଦୁର୍ଗ, ପୁଣେ, ଭାରତ |
ଧର୍ମ | ହିନ୍ଦୁ |
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । [୩] ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ । [୪]
ପ୍ରାଥମିକ ଜୀବନ
[ସମ୍ପାଦନା]ଶିବାଜୀ ତାଙ୍କ ଗୃହ ଶିକ୍ଷକ ଦାଦାଜୀ କୋଣ୍ଡଦେବଙ୍କଠାରୁ ଅଶ୍ୱାରୋହଣ ଓ ଯୁଦ୍ଧବିଦ୍ୟା ଶିକ୍ଷାଲାଭ କରିଥିଲେ । ସେ ମାଭାଲି ନାମକ ଏକ ପାହାଡ଼ିଆ ଜାତିର କୃଷକମାନଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷାଦେଇ ଗୋଟିଏ ସୈନ୍ୟଦଳ ଗଠନ କରିଥିଲେ । ସେମାନଙ୍କ ସାହାର୍ଯ୍ୟରେ ସେ ସେ ବିଜାପୁରର ତୋର୍ଣ୍ଣା ଦୁର୍ଗ ଦଖଲ କଲେ । ଏହା ପରେ ସେ ରାୟଗଡ଼ ଦୁର୍ଗ ନିର୍ମାଣ କଲେ ।
ଶାସନ ପ୍ରଣାଳୀ
[ସମ୍ପାଦନା]ରାଜସ୍ୱ ବ୍ୟବସ୍ଥା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Raṇajita Desāī; V. D. Katamble (2003). Shivaji the Great. Balwant Printers Pvt. Ltd. p. 193. ISBN 81-902000-0-3.
- ↑ Indu Ramchandani, ed. (2000). Student’s Britannica: India (Set of 7 Vols.) 39. Popular Prakashan. p. 8. ISBN 978-0-85229-760-5. Retrieved 2 January 2013.
- ↑ http://www.culturalindia.net/indian-history/shivaji.html
- ↑ "ଆର୍କାଇଭ୍ କପି". Archived from the original on 2012-06-23. Retrieved 2013-01-17.
{{cite web}}
: Cite has empty unknown parameter:|1=
(help)
ମହାରାଜା ଛତ୍ରପତି ଶିବାଜୀଙ୍କ ଜୟନ୍ତୀ: ଜାଣନ୍ତୁ; ଶିବାଜୀଙ୍କ ବୀରତ୍ୱର କାହାଣୀ ..
http://dhunt.in/d6E0R?s=a&uu=0x4a7d64571309a5e2&ss=wsp
ବାହାର ତଥ୍ୟ
[ସମ୍ପାଦନା]- Shivaji at Curlie