Jump to content

ଶବ୍ଦ (ପଦ)

ଉଇକିପିଡ଼ିଆ‌ରୁ

ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠ ଓ ତାଳୁ ଆଦିଦ୍ୱାରା ଉତ୍ପନ୍ନ ସ୍ୱତନ୍ତ୍ର ବ୍ୟକ୍ତ ଓ ସାର୍ଥକ ଧ୍ୱନି, ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତି ଆଦିର ବୋଧ କରାଏ, ତାହାକୁ ଶବ୍ଦ ବୋଲାଯାଏ ।[] ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦାବଳୀ ପାଞ୍ଚ ଶ୍ରେଣୀରେ ବିଭକ୍ତ, ଯଥା: ତତ୍ସମ, ଅର୍ଦ୍ଧତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।

ତତ୍ସମ

[ସମ୍ପାଦନା]

ଅର୍ଦ୍ଧତତ୍ସମ

[ସମ୍ପାଦନା]

ତଦ୍ଭବ

[ସମ୍ପାଦନା]

ବୈଦେଶିକ

[ସମ୍ପାଦନା]

ଅର୍ଥଗତ ପ୍ରତୀତି ଦୃଷ୍ଟିରୁ ଓଡ଼ିଆ ଶବ୍ଦଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ ଯଥା: ରୂଢ଼ ଶବ୍ଦ, ଯୌଗିକ ଶବ୍ଦ ଓ ଯୋଗରୂଢ଼ ଶବ୍ଦ ।

ରୂଢ଼ ଶବ୍ଦ

[ସମ୍ପାଦନା]

ଯୌଗିକ ଶବ୍ଦ

[ସମ୍ପାଦନା]

ଯୋଗରୂଢ଼ ଶବ୍ଦ

[ସମ୍ପାଦନା]