ଶବ୍ଦ (ପଦ)
ଦେଖଣା
(Wordରୁ ଲେଉଟି ଆସିଛି)
ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠ ଓ ତାଳୁ ଆଦିଦ୍ୱାରା ଉତ୍ପନ୍ନ ସ୍ୱତନ୍ତ୍ର ବ୍ୟକ୍ତ ଓ ସାର୍ଥକ ଧ୍ୱନି, ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତି ଆଦିର ବୋଧ କରାଏ, ତାହାକୁ ଶବ୍ଦ ବୋଲାଯାଏ ।[୧] ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦାବଳୀ ପାଞ୍ଚ ଶ୍ରେଣୀରେ ବିଭକ୍ତ, ଯଥା: ତତ୍ସମ, ଅର୍ଦ୍ଧତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।
ତତ୍ସମ
[ସମ୍ପାଦନା]ଅର୍ଦ୍ଧତତ୍ସମ
[ସମ୍ପାଦନା]ତଦ୍ଭବ
[ସମ୍ପାଦନା]ଦେଶଜ
[ସମ୍ପାଦନା]ବୈଦେଶିକ
[ସମ୍ପାଦନା]ଅର୍ଥଗତ ପ୍ରତୀତି ଦୃଷ୍ଟିରୁ ଓଡ଼ିଆ ଶବ୍ଦଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ ଯଥା: ରୂଢ଼ ଶବ୍ଦ, ଯୌଗିକ ଶବ୍ଦ ଓ ଯୋଗରୂଢ଼ ଶବ୍ଦ ।
ରୂଢ଼ ଶବ୍ଦ
[ସମ୍ପାଦନା]ଯୌଗିକ ଶବ୍ଦ
[ସମ୍ପାଦନା]ଯୋଗରୂଢ଼ ଶବ୍ଦ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୭୫୬୪