ଲୋମ୍ଭାରେନ ଭାଷା
ଦେଖଣା
Lomavren | |
---|---|
Native to | Armenia, Syria, Azerbaijan, Russia[୧] |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୨] |
ଭାଷା କୋଡ୍ | |
ISO ୬୩୯-୩ | rmi |
ଲୋମ୍ଭାରେନ (ଆରମେନିଆନ: Լոմավրեն lomavren)ଏକ ଅବଲୁପ୍ତ ପ୍ରାୟ ମିଶ୍ରିତ ଭାଷା ।ଏହାକୁ ପ୍ରାଚୀନ "ଲୋମ " ଜନଜାତିର ଲୋକମାନେ ବ୍ୟବହାର କରୁଥିଲେ ।[୩] ଏହା ରୋମାନି ଓ ଡୋମାରୀ ଭାଷାର ମିଳିତ ପ୍ରଭାବରେ ସୃଷ୍ଟି ହେଇଥିଲା ଓ ଏଥିରେ ଆର୍ମେନିଆ ଭାଷାର ପ୍ରଭାବ ମଧ୍ୟ ରହିଥିଲା ।
ନାମ
[ସମ୍ପାଦନା]ଭାଷାକୁ ବୋସା ବା ବୋଷା ମଧ୍ୟ କୁହାଯାଇଥାଏ ।
ଭାଷା ବୈଶିଷ୍ଟ
[ସମ୍ପାଦନା]ଏହି ଭାଷାରେ ବ୍ୟାକରନଗତ ଲିଙ୍ଗଭେଦ ନ ଥାଏ । ଏହାର ବ୍ଯାକରଣ ଆର୍ମେନିଆ ଭାଷାର ଏରଜିଆମ ଉପଭାଷା ସହିତ ସାମଞ୍ଜସ୍ଯ ରହିଥାଏ । କିନ୍ତୁ ଏଥିରେ ବାକ୍ୟ ଗଠନ ଶୈଳୀ ସ୍ୱତନ୍ତ୍ରତା ବଜାୟ ରଖିଥାଏ । ଛାଞ୍ଚ:Rom-Dom numerals ଛାଞ୍ଚ:Romani languages
ଆଧାର
[ସମ୍ପାଦନା]- ↑ The Lomavren Language - Linguist list
- ↑ Lomavren at Ethnologue (18th ed., 2015)
- ↑ [୧] Archived 2015-04-02 at the Wayback Machine. Encyclopedia Iranica
ଶ୍ରେଣୀସମୂହ:
- Language articles citing Ethnologue 18
- Language articles missing Glottolog code
- Articles containing Armenian-language text
- Romani in Azerbaijan
- Romani in Russia
- Romani in Syria
- Romani in Turkey
- Romani language
- Endangered Indo-European languages
- Armenian languages
- Languages of Armenia
- Languages of Azerbaijan
- Languages of Russia
- Languages of Syria