ଲୋମ୍ଭାରେନ ଭାଷା

ଉଇକିପିଡ଼ିଆ‌ରୁ
Lomavren
Native toArmenia, Syria, Azerbaijan, Russia[୧]
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୨]
ଭାଷା କୋଡ୍
ISO ୬୩୯-୩rmi

ଲୋମ୍ଭାରେନ  (ଆରମେନିଆନ: Լոմավրեն lomavren)ଏକ ଅବଲୁପ୍ତ ପ୍ରାୟ ମିଶ୍ରିତ ଭାଷା ।ଏହାକୁ ପ୍ରାଚୀନ "ଲୋମ " ଜନଜାତିର ଲୋକମାନେ ବ୍ୟବହାର କରୁଥିଲେ ।[୩] ଏହା ରୋମାନି ଓ ଡୋମାରୀ ଭାଷାର ମିଳିତ ପ୍ରଭାବରେ ସୃଷ୍ଟି ହେଇଥିଲା ଓ ଏଥିରେ ଆର୍ମେନିଆ ଭାଷାର ପ୍ରଭାବ ମଧ୍ୟ ରହିଥିଲା । 

ନାମ [ସମ୍ପାଦନା]

ଭାଷାକୁ ବୋସା ବା ବୋଷା ମଧ୍ୟ କୁହାଯାଇଥାଏ । 

ଭାଷା ବୈଶିଷ୍ଟ[ସମ୍ପାଦନା]

ଏହି ଭାଷାରେ ବ୍ୟାକରନଗତ ଲିଙ୍ଗଭେଦ ନ ଥାଏ । ଏହାର ବ୍ଯାକରଣ ଆର୍ମେନିଆ ଭାଷାର ଏରଜିଆମ ଉପଭାଷା ସହିତ ସାମଞ୍ଜସ୍ଯ ରହିଥାଏ । କିନ୍ତୁ ଏଥିରେ ବାକ୍ୟ ଗଠନ ଶୈଳୀ ସ୍ୱତନ୍ତ୍ରତା ବଜାୟ ରଖିଥାଏ ।  ଛାଞ୍ଚ:Rom-Dom numerals ଛାଞ୍ଚ:Romani languages


ଆଧାର [ସମ୍ପାଦନା]

  1. The Lomavren Language - Linguist list
  2. Lomavren at Ethnologue (18th ed., 2015)
  3. [୧] Archived 2015-04-02 at the Wayback Machine. Encyclopedia Iranica