ମେକ୍ସିକୀୟ ପେସୋ
ଦେଖଣା
ମେକ୍ସିକୀୟ ପେସୋ | |
---|---|
ISO 4217 କୋଡ଼ | MXN |
କେନ୍ଦ୍ରୀୟ ବ୍ୟାଙ୍କ୍ | ବ୍ୟାଙ୍କ୍ ଅଫ୍ ମେକ୍ସିକୋ |
ୱେବସାଇଟ୍ | www |
User(s) | ମେକ୍ସିକୋ |
ମୁଦ୍ରାସ୍ଫୀତି | 2.74% (ଜୁଲାଇ 2015) |
ଆଧାର | Banco de Mexico, ଡିସେମ୍ବର 2008 |
ବିଭାଜନ | |
1/100 | ସେଣ୍ଟାଭୋ |
ଚିହ୍ନ | $ କିମ୍ବା Mex$ |
ସେଣ୍ଟାଭୋ | ¢ |
ଧାତବ ମୁଦ୍ରା | |
Freq. used | 50¢, $1, $2, $5, $10 |
Rarely used | 5¢, 10¢, 20¢, $20 |
ବ୍ୟାଙ୍କ୍ ନୋଟ | |
Freq. used | $20, $50, $100, $200, $500 |
Rarely used | $1000 |
ମୁଦ୍ରକ | ବ୍ୟାଙ୍କ୍ ଅଫ୍ ମେକ୍ସିକୋ |
ୱେବସାଇଟ୍ | www |
ମୁଦ୍ରାଶାଳା | Casa de Moneda de México |
ୱେବସାଇଟ୍ | www |
ମେକ୍ସିକୀୟ ପେସୋ (ଚିହ୍ନ: $, ISO 4217 କୋଡ଼: MXN) ହେଉଛି ମେକ୍ସିକୋର ମୁଦ୍ରା । ମେକ୍ସିକୀୟ ପେସୋ ଓ ଡଲାର ମୁଦ୍ରା ଉଭୟର ଉତ୍ପତ୍ତି ୧୫ଶ-୧୯ଶ ଶତାବ୍ଦୀ ବେଳେ ବ୍ୟବହୃତ ସ୍ପେନୀୟ ପେସୋ (ଯାହାକୁ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା)ରୁ ଏବଂ ଉଭୟ ମୁଦ୍ରା ସମାନ ଚିହ୍ନ ବ୍ୟବହାର କରନ୍ତି । [୧] ମେକ୍ସିକୀୟ ପେସୋ ପୃଥିବୀର ଅଷ୍ଟମ ସର୍ବାଧିକ ବିପଣିତ ମୁଦ୍ରା ଓ ଦକ୍ଷିଣ ଆମେରିକାର ସର୍ବାଧିକ । [୨]
ପ୍ରତି ପେସୋ ୧୦୦ ସେଣ୍ଟାଭୋସ୍ରେ ବିଭକ୍ତ ଯାହାର ଚିହ୍ନ "¢" ।
ବ୍ୟୁତ୍ପତ୍ତି
[ସମ୍ପାଦନା]ପେସୋର ଆକ୍ଷରିକ ଅର୍ଥ ଓଜନ । ପ୍ରାରମ୍ଭତଃ ଏହା "ପେସୋସ୍ ଓରୋ" (ସୁନା ଓଜନ) ବା ପେସୋସ୍ ପ୍ଲାଟା (ରୂପା ଓଜନ) ହିସାବରେ ବ୍ୟବହୃତ ହେଉଥିଲା ।
ଇତିହାସ
[ସମ୍ପାଦନା]- ↑ "Origin of Dollar Sign Is Traced To Mexico." Editorial. Popular Science Feb. 1930: 59. Google Books. Bonnier Corporation. Web. 31 Oct. 2012. <http://books.google.com/books?id=4ykDAAAAMBAJ&lpg=PP1&pg=PA59#v=onepage&q&f=false>.
- ↑ Monetary and Economic Department. "Foreign Exchange and Derivatives Market Activity in April 2013." Triennial Central Bank Survey. Bank for International Settlements, September 2013. <http://www.bis.org/publ/rpfx13fx.pdf>.