ମେକ୍ସିକୀୟ ପେସୋ

ଉଇକିପିଡ଼ିଆ‌ରୁ
ମେକ୍ସିକୀୟ ପେସୋ
ISO 4217 କୋଡ଼MXN
କେନ୍ଦ୍ରୀୟ ବ୍ୟାଙ୍କ୍ବ୍ୟାଙ୍କ୍ ଅଫ୍ ମେକ୍ସିକୋ
 ୱେବସାଇଟ୍www.banxico.org.mx
User(s) ମେକ୍ସିକୋ
ମୁଦ୍ରାସ୍ଫୀତି2.74% (ଜୁଲାଇ 2015)
 ଆଧାରBanco de Mexico, ଡିସେମ୍ବର 2008
ବିଭାଜନ
 1/100ସେଣ୍ଟାଭୋ
ଚିହ୍ନ$ କିମ୍ବା Mex$
 ସେଣ୍ଟାଭୋ¢
ଧାତବ ମୁଦ୍ରା
 Freq. used50¢, $1, $2, $5, $10
 Rarely used5¢, 10¢, 20¢, $20
ବ୍ୟାଙ୍କ୍ ନୋଟ
 Freq. used$20, $50, $100, $200, $500
 Rarely used$1000
ମୁଦ୍ରକବ୍ୟାଙ୍କ୍ ଅଫ୍ ମେକ୍ସିକୋ
 ୱେବସାଇଟ୍www.banxico.org.mx
ମୁଦ୍ରାଶାଳାCasa de Moneda de México
 ୱେବସାଇଟ୍www.cmm.gob.mx

ମେକ୍ସିକୀୟ ପେସୋ (ଚିହ୍ନ: $, ISO 4217 କୋଡ଼: MXN) ହେଉଛି ମେକ୍ସିକୋର ମୁଦ୍ରା । ମେକ୍ସିକୀୟ ପେସୋ ଓ ଡଲାର ମୁଦ୍ରା ଉଭୟର ଉତ୍ପତ୍ତି ୧୫ଶ-୧୯ଶ ଶତାବ୍ଦୀ ବେଳେ ବ୍ୟବହୃତ ସ୍ପେନୀୟ ପେସୋ (ଯାହାକୁ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା)ରୁ ଏବଂ ଉଭୟ ମୁଦ୍ରା ସମାନ ଚିହ୍ନ ବ୍ୟବହାର କରନ୍ତି । [୧] ମେକ୍ସିକୀୟ ପେସୋ ପୃଥିବୀର ଅଷ୍ଟମ ସର୍ବାଧିକ ବିପଣିତ ମୁଦ୍ରା ଓ ଦକ୍ଷିଣ ଆମେରିକାର ସର୍ବାଧିକ । [୨]

ପ୍ରତି ପେସୋ ୧୦୦ ସେଣ୍ଟାଭୋସ୍ରେ ବିଭକ୍ତ ଯାହାର ଚିହ୍ନ "¢" ।

ବ୍ୟୁତ୍ପତ୍ତି[ସମ୍ପାଦନା]

ପେସୋର ଆକ୍ଷରିକ ଅର୍ଥ ଓଜନ । ପ୍ରାରମ୍ଭତଃ ଏହା "ପେସୋସ୍ ଓରୋ" (ସୁନା ଓଜନ) ବା ପେସୋସ୍ ପ୍ଲାଟା (ରୂପା ଓଜନ) ହିସାବରେ ବ୍ୟବହୃତ ହେଉଥିଲା ।

ଇତିହାସ[ସମ୍ପାଦନା]

  1. "Origin of Dollar Sign Is Traced To Mexico." Editorial. Popular Science Feb. 1930: 59. Google Books. Bonnier Corporation. Web. 31 Oct. 2012. <http://books.google.com/books?id=4ykDAAAAMBAJ&lpg=PP1&pg=PA59#v=onepage&q&f=false>.
  2. Monetary and Economic Department. "Foreign Exchange and Derivatives Market Activity in April 2013." Triennial Central Bank Survey. Bank for International Settlements, September 2013. <http://www.bis.org/publ/rpfx13fx.pdf>.