ଭାବନା ବଲ୍ସାୱର
ଦେଖଣା
ଭାବନା ବଲ୍ସାୱର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ଏସ୍ଏନ୍ଡିଟି ମହିଳା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୩–ଏବେଯାଏଁ |
ବୈବାହିକ-ସାଥୀ | କରନ ଶାହା (ବିବାହ: ୨୦୦୨) |
ପିତାମାତା | ଶୁଭା ଖୋଟେ (ମହିଳା) |
ପରିବାର | ବିଜୁ ଖୋଟେ (ସମ୍ପର୍କୀୟ) |
ଭାବନା ବଲ୍ସାୱର (ଜନ୍ମ: ୨୧ ଅକ୍ଟୋବର ୧୯୬୭) ଜଣେ ଭାରତୀୟ କଥାଚିତ୍ର, ମଞ୍ଚ ଓ ଦୂରଦର୍ଶନ ଅଭିନେତ୍ରୀ ।[୧] ସେ ନୀରବ କମେଡ଼ି ସିରିଜ୍ ଗୁଟୁର ଗୁ (୨୦୧୦) ରେ କାମ କରିଥିଲେ ।[୨][୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଭାରନା ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶୁଭା ଖୋଟେଙ୍କ ଝିଅ । ତାଙ୍କ ବାପାଙ୍କ ନାମ ଡି.ଏମ୍. ବଲ୍ସାୱର । ତାଙ୍କ ଭାଇ ଅଶ୍ୱିନୀ ବଲ୍ସାୱର ଜଣେ ସାଉଣ୍ଡ ରେକର୍ଡ଼ିଷ୍ଟ ।[୪] ବିଜୁ ଖୋଟେ, ଦୁର୍ଗା ଖୋଟେ ଆଦି ତାଙ୍କର ସମ୍ପର୍କୀୟମାନେ କଥାଚିତ୍ର ଜଗତରେ ବିଭିନ୍ନ କାମରେ ସକ୍ରିୟ ଅଛନ୍ତି ।[୫]
ସେ ମୁମ୍ବାଇର ବାଣ୍ଡ୍ରା ସ୍ଥିତ ଆର୍ଯ୍ୟ ବିଦ୍ୟା ମନ୍ଦିର ହାଇ ସ୍କୁଲରେ ପଢ଼ୁଥିଲେ । ସେ ଦଶମ ଶ୍ରେଣୀରେ ଆଇସିଏସ୍ଇର ଟପ୍ପର ଥିଲେ ।[୬] ସେ ମୁମ୍ବାଇର ଜୁହୁସ୍ଥିତ ଏସ୍.ଏନ୍.ଡି.ଟି. ମହିଳା ବିଶ୍ୱବିଦ୍ୟାଳୟରୁ ଫ୍ୟାଶନ୍ ଡିଜାଇନିଂରେ ସ୍ନାତକ କରିଥିଲେ ।
୧୩ ବର୍ଷର ସମ୍ପର୍କ ପରେ, ୨୦୦୨ ମସିହାରେ, ସେ ଅଭିନେତା କରନ ଶାହାଙ୍କୁ ବିବାହ କରିଥିଲେ ।[୭][୮]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]- ଧୁମ୍ ଧଡ଼ାକ୍କା
- ସୁଖି ସଂସାରଚି ୧୨ ସୁତ୍ରେ
- ଆମଚ୍ୟା ସରଖେ ଆମିଚ୍
ଅଭିନୀତ ଧରାବାହିକ
[ସମ୍ପାଦନା]- ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ତାନୀ (୨୦୦୩)
- ଦେଖ ଭାଇ ଦେଖ (୧୯୯୩)
- ଜବାନ୍ ସମ୍ଭାଲ୍କେ (୧୯୯୩)
- ନୋ ପ୍ରୋବ୍ଲେମ୍ (୧୯୯୩)
- ତେହ୍କିକାତ୍ (୧୯୯୪)
- କରମଚାନ୍ଦ
- ଇଧର ଉଧର
- ଆସ୍ମାନ୍ ସେ ଆଗେ
- ଓଃ ଡାଡି (୧୯୯୬)
- ଆକାଂକ୍ଷା
- ମୃତ୍ୟୁ
- ଅତୀତ
- ଜାନେ ମେରା ଜିଗର କିଧର୍ ଗୟା ଜୀ (୧୯୯୬-୧୯୯୭)
- ହମ୍ ଆପକେ ହୈ ୱୋ (୧୯୯୭)
- ଦମ୍ ଦମା ଦମ୍ (୧୯୯୮)
- ହେରା ଫେରି (୧୯୯୯)
- ଜୁଗଲ୍ ବନ୍ଦୀ
- ହମ୍ ସବ୍ ବରାତୀ (୨୦୦୪)
- ଗୁଟୁର ଗୁ (୨୦୧୦-୨୦୧୨)
- ଅଦାଲତ (୨୦୧୦)
- ଲାଖୋଁ ମେ ଏକ୍ (୨୦୧୨) [୧][୯]
- ଗୁଟାର୍ ଗୁ ୨ (୨୦୧୨-୨୦୧୩)
- ସତରଙ୍ଗୀ ସସୁରାଲ୍ (୨୦୧୪-୨୦୧୬)
- ଗୁତର ଗୁ ୩ (୨୦୧୪)
- ବେଲନ୍ ବାଲି ବୋହୂ (୨୦୧୮)
- ଗୁଡ଼ିୟା ହମାରୀ ସଭି ପେ ଭାରି (୨୦୨୦)
- ସ୍ପାଏ ବୋହୂ (୨୦୨୨)
- ସ୍କାମ୍ ୨୦୦୩ (୨୦୨୩)
ନାଟକ/ଥିଏଟର
[ସମ୍ପାଦନା]- ଆନ୍ଧୟୁଗ୍
ଆଧାର
[ସମ୍ପାଦନା]- ↑ "Bhavana Balsavar to be seen as Kanchan bua in Meri Saas Bhoot Hai".
- ↑ "Fans love Gutur Gu cast". The Times of India. 12 March 2011. Archived from the original on 11 April 2013.
- ↑ "Hush: Gutur Gu, India's first silent comedy show, goes on air from March 5". The Indian Express. 7 March 2010.
- ↑ "Shubha Khote – Memories". cineplot.com. Retrieved 12 August 2016.
- ↑ The Forgotten Bollywood bhai-behan Brigade[dead link]ଛାଞ୍ଚ:Cbignore Bollywood Hungama, 9 August 2006.
- ↑ "'Comedy is about timing, not buffoonery' : with Bhavana Balsaver". Indian Television Dot Com. 2 August 2005. Retrieved 12 August 2016.
- ↑ Shobha Khote with daughter Bhavna Balsaver during 'SAB Ke Anokhe Awards' The Times of India, 26 June 2012.
- ↑ "An Interview with Bhavana Balsaver". indiantelevision.com. 2 August 2005. Retrieved 10 March 2013.
- ↑ "Bhavna Balsavar,Rahul Vohra & Rajesh Jais in Lakhon Mein Ek". The Times of India. 11 September 2012. Archived from the original on 23 October 2012.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭାବନା ବଲ୍ସାୱର
- ବଲିଉଡ ହଙ୍ଗାମାରେ ଭାବନା ବଲ୍ସାୱର