Topic on ଉଇକିପିଡ଼ିଆ:ଆଲୋଚନା ସଭା

ଲିୟାମ ୱାଟଙ୍କ ଭୁବନେଶ୍ୱର ଗସ୍ତ ସୂଚନା ।

4
Saileshpatଙ୍କ ଲିଖିତ ସାରାଂଶ

ଭଲରେ ଭଲରେ ହେଲା :)

Saileshpat (ଆଲୋଚନାଅବଦାନ)

ଉଇକିମାନିଆରୁ ଫେରିଲା ବେଳେ ମୋ'ର ଷ୍ଟକ‌ହୋଲ୍ମ ବସ ସ୍ଟାଣ୍ଡରେ [[user:Wittylama|ଲିୟାମ ୱାଟଙ୍କ]] ସ‌ହ ଦେଖା ହେଇଥିଲା । ସେ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ନାସନାଲ ଲାଇବ୍ରେରୀ ଦ୍ୱାରା ଆୟୋଜିତ ଗୋଟେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସୁଛନ୍ତି କ‌ହିଥିଲେ, ମୁଁ ତାଙ୍କୁ କ‌ହିଥିଲେ ଯଦି ସମୟ ପାଇବେ ଭୁବନେଶ୍ୱର ଆସିବା ପାଇଁ । ଯେହେତୁ ସରକାରଙ୍କ ସ‌ହ ଏତେ କାମ ହେଉଛି, ଆମର ଗ୍ଲାମ ପ୍ରକଳ୍ପ କିଛି ନାହିଁ ସେଠି ଆମକୁ ସାହାୟତା କରିବା ପାଇଁ । ଲିୟାମ ବ୍ରିଟିଶ ମ୍ଯୁଜିୟମ ସ‌ହିତ ମିଶି ପ୍ରଥମ "Wikimedian in Residence" ପ୍ରକଳ୍ପ ଆରମ୍ଭ କରିଥିଲେ ।


ମୁଁ ତାଙ୍କ ଆସିବା ବିଷୟରେ OVA ସ‌ହ କଥା ହେଇଥିଲେ, ହେଲେ ଯେହେତୁ ନାସନାଲ ଲାଇବ୍ରେରୀ ଦ୍ୱାରା ତାଙ୍କର ଟିକେଟ ହେଇନଥିଲା କଥା କିଛି ଆଗକୁ ବଢିନଥିଲା । ଏବେ ମଧ୍ୟ ଭୁବନେଶ୍ୱ ଆସିବାର କିଛି ଯୋଜନା ଠିକ ଭାବେ ହେଇନି । ମୁଁ ଆଗରୁ ଜଣାଇବାକୁ ଚାହୁଁଚି ଯାହା ଦ୍ୱାରା ଆମେ ଗୋଟେ ଛୋଟ ମେଲଣ ଓ IT department ପାଇଁ ଗୋଟେ କର୍ମଶାଳା ଯୋଜନା କରିପାରିବା ।

Hellohappy (ଆଲୋଚନାଅବଦାନ)

ଗ୍ଲାମ ପ୍ରକଳ୍ପ କଣ ! ଆମକୁ କେମିତି/କଣ ସୁବିଧା ହେବ ! ଲିୟାମ ଆମକୁ କେମିତି ସାହାଯ୍ୟ କରିବେ ଇତ୍ୟାଦି ଟିକେ ଜଣାଅ ଶୈଳେଶ ।

Psubhashish (ଆଲୋଚନାଅବଦାନ)

ଭଲ ହେବ । କଣସବୁ କଥା ହେଲ ଟିକେ ସାରାଂଶ ଏଇଠି ଲେଖିବ ।

Chinmayee Mishra (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ ୦୧:୨୦, ୫ ଡିସେମ୍ବର ୨୦୧୯ (IST)