"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization
ଟିକେ Robot: Interwiki standardization; cosmetic changes
୧ କ ଧାଡ଼ି: ୧ କ ଧାଡ଼ି:
[[File:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]]
[[ଫାଇଲ:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]]
'''ଧଉଳି''' ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''ଭୁବନେଶ୍ୱର'' ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
'''ଧଉଳି''' ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''ଭୁବନେଶ୍ୱର'' ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।


୧୧ କ ଧାଡ଼ି: ୧୧ କ ଧାଡ଼ି:
ଓଡ଼ିଶାରେ ଥିବା ବାକି ବୌଧ କୀର୍ତି:
ଓଡ଼ିଶାରେ ଥିବା ବାକି ବୌଧ କୀର୍ତି:


#ବୌଧ ଜିଲାରେ ଅନେକ ଜାଗାରେ ବୌଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
# ବୌଧ ଜିଲାରେ ଅନେକ ଜାଗାରେ ବୌଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
#ଖଣ୍ଡଗିରି, [[ଭୁବନେଶ୍ୱର]]
# ଖଣ୍ଡଗିରି, [[ଭୁବନେଶ୍ୱର]]
#ଉଦୟଗିରି, ଭୁବନେଶ୍ୱର
# ଉଦୟଗିରି, ଭୁବନେଶ୍ୱର
#ରତନଗିରି, ଯାଜପୁର
# ରତନଗିରି, ଯାଜପୁର
#ଲଳିତଗିରି, ଯାଜପୁର
# ଲଳିତଗିରି, ଯାଜପୁର
#ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
# ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ


==ବୌଧ ଧରମର ଶ୍ରେଣୀବିଭାଗ==
==ବୌଧ ଧରମର ଶ୍ରେଣୀବିଭାଗ==
*ଥେରବାଦ
* ଥେରବାଦ
*ମହାଯାନ
* ମହାଯାନ
*ବଜ୍ରଯାନ
* ବଜ୍ରଯାନ
*ସହଜଯାନ
* ସହଜଯାନ


==ଦ୍ରଷ୍ଟବ୍ୟ==
==ଦ୍ରଷ୍ଟବ୍ୟ==

୨୨:୪୩, ୯ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଧଉଳି ଶାନ୍ତି ସ୍ତୁପ

ଧଉଳି ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।

ଇତିହାସ

ଏଠାରେ ଥିବା ୬କ ଶିଳାଲେଖର ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବ୍ଔଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତି । [୧]କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ । ସେ ବୌଧ ଧରମକରେ ନିଜକୁ ବଦଳାଇପବା ପରେ ଅନେକ ବ୍ଔଧ ସ୍ତୁପ, ସ୍ତମ୍ଭ ଗଢାଇଥିଲେ [୨] । ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।

ଓଡ଼ିଶାରେ ଥିବା ବାକି ବୌଧ କୀର୍ତି:

  1. ବୌଧ ଜିଲାରେ ଅନେକ ଜାଗାରେ ବୌଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
  2. ଖଣ୍ଡଗିରି, ଭୁବନେଶ୍ୱର
  3. ଉଦୟଗିରି, ଭୁବନେଶ୍ୱର
  4. ରତନଗିରି, ଯାଜପୁର
  5. ଲଳିତଗିରି, ଯାଜପୁର
  6. ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ

ବୌଧ ଧରମର ଶ୍ରେଣୀବିଭାଗ

  • ଥେରବାଦ
  • ମହାଯାନ
  • ବଜ୍ରଯାନ
  • ସହଜଯାନ

ଦ୍ରଷ୍ଟବ୍ୟ

  1. http://www.indiavideo.org/text/maurya-dynasty-kalinga-war-ashoka-49.php
  2. ଧଉଳି, ଓଡ଼ିଶା

ବାହାର ଲିଙ୍କ

http://www.dhauli.net/ ଧଉଳି, ଓଡ଼ିଶା