"ଇଣ୍ଟରନେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଏହାକୁ ଆହୁରି ସୁଧାରିବାରେ ସହଯୋଗ କରନ୍ତୁ
୧୩ କ ଧାଡ଼ି: ୧୩ କ ଧାଡ଼ି:
[[ବିଭାଗ:ବିଜ୍ଞାନ]]
[[ବିଭାଗ:ବିଜ୍ଞାନ]]
[[ବିଭାଗ:ଇଣ୍ଟରନେଟ‎]]
[[ବିଭାଗ:ଇଣ୍ଟରନେଟ‎]]
[[ବିଭାଗ:କମ୍ପ୍ୟୁଟର ବିଜ୍ଞାନ]]


[[ace:Internèt]]
[[ace:Internèt]]

୦୯:୨୧, ୨୧ ମଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଇଁଟରନେଟ‎
ଇଁଟରନେଟ‎

ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଗୁଡ଼ାଏ କମ୍ପୁଟର ଯୋଡି ହୋଇ ରହିଥାଁତି ,ଯାହାକି କମ୍ପୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଜ୍ୟ କରେ ।

ପ୍ରଥମେ ଇଣ୍ଟରନେଟର ବ୍ୟବହାର୍ ଏକ୍ ବୈଗ୍ୟାନିକ୍ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାାଇଥିଲା | ହେଲେ ପରେ ପରେ ଏହାକୁ ବିଶ୍ବବ୍ୟାପୀ ଇଣ୍ଟରନେଟରେ ପରିଣତ୍ କରି ଦିଆଗଲା |

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପ୍ଠାଇବା, ଚାଟିଙ୍ଗ, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି | ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କ୍ଔଶଳର ବ୍ୟବହାର୍ ହେଉଛି | ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ବରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବ୍ଂ ଦେଖିପାରୁଛେ |