ଇମେଲ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
The at sign, a part of every SMTP email address.[୧]

ଇଲୋକ୍ଟ୍ରୋନିକ ମେଲ ବା ଡାକ, ସାଧାରଣତଃ ଇମେଲ ବୋଲି ୧୯୯୩ ମସିହାରୁ ଜଣାଯାଏ ।[୨] ଏହା ଦ୍ୟାରା ଇଣ୍ଟରନେଟ ମାଧ୍ୟମରେ ଗୋଟିଏ ବ୍ୟବହାରକାରୀ ଅନ୍ୟ ଏକ ବ୍ୟାବ ହାରକାରୀକୁ ବାର୍ତ୍ତା ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି , ଭିଡିଓ ଆଦି ପଠାଇ ପାରିବ । ପୂର୍ବରୁ ତତ୍-କ୍ଷାଣତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ store-and-forward (ସଞ୍ଚୟ କରି ଆଗକୁ ବଢିବା) ପ୍ରକ୍ରିୟାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିବାରୁ ଏକ ସମୟରେ ଦୁଇ ଜଣଙ୍କୁ ଅନଲାଇନ ରହିବା ଆବଶ୍ୟକ ପଡୁନାହିଁ । ଇମେଲ ସର୍ଭର ବାର୍ତ୍ତା ଗ୍ରହଣ କରିବା ପରେ ସଞ୍ଚିତ କରି ରଖିଥାଏ ଯଦ୍ୱାରା ବ୍ୟବହାରକାରୀ ଯେତେବେଳେ ମଧ୍ୟ ଅନଲାଇନ ଆସିଲେ ବାର୍ତ୍ତା ପାଇପାରେ ।

ଇତିହାସ[ସମ୍ପାଦନା]

ଇଲୋକ୍ଟୋନିକ୍ସ ମେଲ ଶବ୍ଦଟି ସାଧାରତଣଃ ଇଲୋକ୍ଟୋନିକ୍ସ ବାର୍ତ୍ତା ସଂଞ୍ଚାରଣ ପାଇଁ ବ୍ୟାବହାର କରାଯାଉଥିଲା ।

ଉତ୍ପତ୍ତି[ସମ୍ପାଦନା]

କାର୍ଯ୍ୟ ପ୍ରଣାଳୀ[ସମ୍ପାଦନା]

ପ୍ରକାର[ସମ୍ପାଦନା]

ବ୍ୟାବହାର[ସମ୍ପାଦନା]

ଅସୁବିଧା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "RFC 5321 – Simple Mail Transfer Protocol". Network Working Group. Retrieved 19 January 2015. 
  2. Google Ngram Viewer. Books.google.com. Retrieved ୨୦୧୩-୦୪-୨୧.