"ଓଟ ମାଙ୍କଡ଼ସା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.3) (Robot: Adding ar:السوليفيوجاي
ଟିକେ r2.7.3) (Robot: Adding ka:სოლფუგები
୪୫ କ ଧାଡ଼ି: ୪୫ କ ଧାଡ଼ି:
[[it:Solifugae]]
[[it:Solifugae]]
[[ja:ヒヨケムシ目]]
[[ja:ヒヨケムシ目]]
[[ka:სოლფუგები]]
[[ku:Pezpezok]]
[[ku:Pezpezok]]
[[lt:Solpūgos]]
[[lt:Solpūgos]]

୧୪:୪୪, ୪ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଓଟ ମାଙ୍କଡ଼ସା
A male Galeodes (from R. A. Lydekker, 1879)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Arthropoda
ବର୍ଗ: Arachnida
ଉପବର୍ଗ: Dromopoda
ଗଣ: Solifugae
Sundevall, 1833
Families

see text

ଏସିଆଆଫ୍ରୀକାରେ ଦେଖାଯାଉଥିବା ଏକ ବିଚିତ୍ର ପ୍ରକାରର ମାଙ୍କଡ଼ସା ହେଲା ଓଟ ମାଙ୍କଡ଼ସା ବା କ୍ୟାମେଲ ସ୍ପାଇଡର । ସେମାନେ ସଲିଫୁଜାଇ ପ୍ରଜାତି ଅନ୍ତଭୃକ୍ତ । ଆକାର ରେ ସାଧାରଣ ମାଙ୍କଡ଼ସା ଠାରୁ ଢେର ବଡ଼ । ସେମାନେ ଛୋଟ ଛୋଟ ସାପ, ବେଙ୍ଗ ଏବଂ ଝିଟିପିଟି ଆଦି କୁ ଶିକାର କରିପାରନ୍ତି । ଭୟ ପାଇଲେ ମଣିଷକୁ ମଧ୍ୟ ଛାଡ଼ନ୍ତି ନାହିଁ, କାମୁଡ଼ି ମାଂସ ଉଠାଇ ଦିଅନ୍ତି ।[୧]

ବିଶେଷ

ଅନ୍ୟ ବୁଢିଆଣି ପରି ଏମାନେ ଜାଲ ବୁଣନ୍ତିନାହିଁ । ପଥର ସନ୍ଧିରେ ରହନ୍ତି । ଖୁବ ବେଗରେ ଦଉଡିପାରନ୍ତି ।

ଓଟ ମାଙ୍କଡ଼ସାକୁ ନେଇ କାହାଣି

ମରୁଭୂମି ରେ ଓଟଙ୍କ ପେଟ ଚିରିପକାଉଥିବା ବିଶ୍ଵାସରୁ ସେମାନଙ୍କୁ ଓଟ ମାଙ୍କଡ଼ସା ନାମ ଦିଆଯାଇଛି । ରାତିରେ ତମ୍ବୁ ରେ ଶୋଇଥିବା ଏକୁଟିଆ ମଣିଷ ପାଇଲେ ସେମାନେ ନିଜ ଲାଳରେ ତାକୁ ସାମୟିକ ଭାବେ ନିସ୍ତେଜ କରି ମାଂସ ଝୁଣି ଖାଉଥିବାର କାହାଣି ଅଛି । ଇରାନ ଯୁଦ୍ଧ ବେଲେ ଏକାଧିକ ଆମେରିକାନ ସୈନିକ ସେମାନଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାଯାଏ ।

ଆଧାର

  1. "Egyptian giant solpugid (camel spider) Galeodes arabs". National Geographic. Retrieved June 10, 2011.

ବାହାର ଆଧାର