ବିନୋଦ ବିହାରୀ ସିଂହ ବରିହା
ଦେଖଣା
ବିନୋଦ ବିହାରୀ ସିଂହ ବରିହା | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ବିଜୟ କୁମାର ପାଣି, ମନୋହର ନାଏକ |
ପର ଅଧିକାରୀ | ମୁରାରି ପ୍ରସାଦ ମିଶ୍ର |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ଜୁଲାଇ ୧୯୩୭ |
ମୃତ୍ୟୁ | ୨୬ ଅକ୍ଟୋବର ୨୦୧୬ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମୀନା କୁମାରୀ ସିଂହ ବିରହା |
ବାପା/ବୋଉ | ସାଧୁଚରଣ ସିଂହ ବିରହା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବିନୋଦ ବିହାରୀ ସିଂହ ବରିହା (୨୨ ଜୁଲାଇ ୧୯୩୭ - ୨୬ ଅକ୍ଟୋବର ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିନୋଦ ବିହାରୀ ସିଂହ ବରିହା ୧୯୩୭ ମସିହାର ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାଧୁଚରଣ ସିଂହ ବିରହା ଓ ପତ୍ନୀଙ୍କ ନାମ ମୀନା କୁମାରୀ ସିଂହ ବିରହା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିନୋଦ ବିହାରୀ ସିଂହ ବରିହା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବିନୋଦ ବିହାରୀ ସିଂହ ବରିହା ୨୦୧୬ ମସିହାର ଅକ୍ଟୋବର ୨୬ ତାରିଖରେ ମୃତ୍ୟବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Binod Bihari Singh Bariha". odishaassembly.nic.in. Odisha Assembly. Retrieved 11 August 2021.