ବଳରାଜ
ଦେଖଣା
ବଳରାଜ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ବଳରାଜ ଜଣେ ଭାରତୀୟ ଅଭିନୟ ଅଭିନେତା, ଯେଇକି କନ୍ନଡ଼ କଥାଚିତ୍ର ଜଗତରେ ମୁଖ୍ୟତଃ କାମ କରନ୍ତି ।[୧] ସେ ଆନନ୍ଦ (୧୯୮୬), ରଥ ସପ୍ତମି (୧୯୮୬), ଶିବ ମଚ୍ଚିଡ଼ା କନ୍ନପ୍ପା (୧୯୮୮) ଏବଂ ସାମ୍ୟୁକ୍ତ (୧୯୮୮) ଆଦିରେ ଅଭିନୟ କରିଛନ୍ତି ।
ଦୂରଦର୍ଶନ
[ସମ୍ପାଦନା]- ମନେ ଆଲିୟା
- ପାର୍ବତୀ
- ପ୍ରିତି ମଦୁ ଥମାଶେ ନୋଡ଼ୁ
- ଦୁର୍ଗା
- କାନ୍ୟାଦାନ
- ସୂର୍ଯ୍ୟବଂଶ
- ସିଲି ଲିଲି
- କଲ୍ୟାଣୀ ରାମା
- କଲ୍ୟାଣୀ
- ଗୋକୁଳ
- କଲ୍ୟାଣୀରାମା
- ରାମଚାରି
ଅଭିନୀତ କଥାଚିତ୍ର
[ସମ୍ପାଦନା]ବଳରାଜ ଅଭିନୟ କରିଥିବା କନ୍ନଡ଼ କଥାଚିତ୍ର ମଧ୍ୟରୁ କିଛି ବଛା ବଛା କଥାଚିତ୍ରର ତାଲିକା:[୨][୩]
- ଚିରଞ୍ଜିବୀ ସୁଧାକର (୧୯୮୮)
- ଶରବେଗଡ଼ା ସରଧାରା (୧୯୮୯)
- ନଞ୍ଜୁଡ଼ି କଲ୍ୟାଣ (୧୯୮୯)
- ନମ୍ବିଦ୍ରେ ନମ୍ବି ବିତ୍ରେ ବିଡ଼ି (୧୯୯୦)
- ରୁଦ୍ର ତାଣ୍ଡବ (୧୯୯୦)
- ନୀନେ ନାନା ଜୀବା (୧୯୯୦)
- ଥବାରୁମାନେ ଉଦୁଗୋରେ (୧୯୯୧)
- ପୋଲିସ୍ ମଥୁ ଦାଦା (୧୯୯୧)
- ହୃଦୟ ହାଦିଠୁ (୧୯୯୧)
- ବଙ୍ଗାରଦାଣ୍ଠ ମାଗ (୧୯୯୧)
- ନାଗରଡଲ୍ଲି ନାୟକରୁ (୧୯୯୨)
- ମାବାନିଗେ ଥକ୍କା ଆଲିୟା (୧୯୯୨)
- ମାଳାଶ୍ରୀ ମାମାଶ୍ରୀ (୧୯୯୨)
- ଜୀବନା ଚୈତ୍ରା (୧୯୯୨)
- ସିଦୁକବେଡ଼ା ସିଙ୍ଗାରି (୧୯୯୩)
- ପୂର୍ଣ୍ଣ ସଂଗ୍ରାମ (୧୯୯୩)
- ବସନ୍ତ ପୂର୍ଣ୍ଣିମା (୧୯୯୩)
- ମୌନ ସଂଗ୍ରାମ (୧୯୯୩)
- କୁମକୁମା ଭାଗ୍ୟ (୧୯୯୩)
- ହେଣ୍ଡତି ହେଲିଦାରେ କେଲାବେକୁ (୧୯୯୩)
- ଧର୍ମ ପୀତା (୧୯୯୩)
- ଅନୁରାଗଡ଼ା ଅଲେଗଲୁ (୧୯୯୩)
- ସମ୍ମିଳନ (୧୯୯୪)
- ସାଗର ଦୀପ (୧୯୯୪)
- ମନ ମିଦିୟିଥୁ (୧୯୯୫)
- ସିପାୟି (୧୯୯୬)
- ମୌନ ରାଗ (୧୯୯୬)
- ଆମ୍ମାବ୍ର ଗଣ୍ଡ (୧୯୯୭)
- ଚୋର ଚିଟ୍ଟା ଚୋର (୧୯୯୯)
- ବନ୍ଦନା ହେଜ୍ଜେ (୨୦୦୦)
- ଯୁବରାଜ (୨୦୦୧)
- ଆଣ୍ଟି ପ୍ରୀଥସେ (୨୦୦୧)
- ଓଲୁ ସାର ବାରୀ ଓଲୁ (୨୦୦୨)
- କୋଗିଲେ ଓ କୋଗିଲେ (୨୦୦୨)
- କାମ୍ବଲାହାଲ୍ଲି (୨୦୦୨)
- ରକ୍ଷକ (୨୦୦୭)
ଆଧାର
[ସମ୍ପାଦନା]- ↑ "Balaraj and Vanishree to play Vijay Suriya's parents in Kasauti Zindagi Kay's Kannada remake Premaloka". The Times of India. 2019-06-28. ISSN 0971-8257. Retrieved 2023-07-20.
- ↑ "Balaraj Filmography". chiloka.com. Archived from the original on 2018-01-21.
- ↑ "Balaraj". filmibeat.com. Archived from the original on 2018-01-21.
ବାହର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Balaraj
- Biography of Balaraj on chiloka.com
- Biography of Balaraj on Indiaglitz.com