ବଳରାଜ

ଉଇକିପିଡ଼ିଆ‌ରୁ
ବଳରାଜ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା

ବଳରାଜ ଜଣେ ଭାରତୀୟ ଅଭିନୟ ଅଭିନେତା, ଯେଇକି କନ୍ନଡ଼ କଥାଚିତ୍ର ଜଗତରେ ମୁଖ୍ୟତଃ କାମ କରନ୍ତି ।[୧] ସେ ଆନନ୍ଦ (୧୯୮୬), ରଥ ସପ୍ତମି (୧୯୮୬), ଶିବ ମଚ୍ଚିଡ଼ା କନ୍ନପ୍ପା (୧୯୮୮) ଏବଂ ସାମ୍ୟୁକ୍ତ (୧୯୮୮) ଆଦିରେ ଅଭିନୟ କରିଛନ୍ତି ।

ଦୂରଦର୍ଶନ[ସମ୍ପାଦନା]

  • ମନେ ଆଲିୟା
  • ପାର୍ବତୀ
  • ପ୍ରିତି ମଦୁ ଥମାଶେ ନୋଡ଼ୁ
  • ଦୁର୍ଗା
  • କାନ୍ୟାଦାନ
  • ସୂର୍ଯ୍ୟବଂଶ
  • ସିଲି ଲିଲି
  • କଲ୍ୟାଣୀ ରାମା
  • କଲ୍ୟାଣୀ
  • ଗୋକୁଳ
  • କଲ୍ୟାଣୀରାମା
  • ରାମଚାରି

ଅଭିନୀତ କଥାଚିତ୍ର[ସମ୍ପାଦନା]

ବଳରାଜ ଅଭିନୟ କରିଥିବା କନ୍ନଡ଼ କଥାଚିତ୍ର ମଧ୍ୟରୁ କିଛି ବଛା ବଛା କଥାଚିତ୍ରର ତାଲିକା:[୨][୩]

  1. ଚିରଞ୍ଜିବୀ ସୁଧାକର (୧୯୮୮)
  2. ଶରବେଗଡ଼ା ସରଧାରା (୧୯୮୯)
  3. ନଞ୍ଜୁଡ଼ି କଲ୍ୟାଣ (୧୯୮୯)
  4. ନମ୍ବିଦ୍ରେ ନମ୍ବି ବିତ୍ରେ ବିଡ଼ି (୧୯୯୦)
  5. ରୁଦ୍ର ତାଣ୍ଡବ (୧୯୯୦)
  6. ନୀନେ ନାନା ଜୀବା (୧୯୯୦)
  7. ଥବାରୁମାନେ ଉଦୁଗୋରେ (୧୯୯୧)
  8. ପୋଲିସ୍ ମଥୁ ଦାଦା (୧୯୯୧)
  9. ହୃଦୟ ହାଦିଠୁ (୧୯୯୧)
  10. ବଙ୍ଗାରଦାଣ୍ଠ ମାଗ (୧୯୯୧)
  11. ନାଗରଡଲ୍ଲି ନାୟକରୁ (୧୯୯୨)
  12. ମାବାନିଗେ ଥକ୍କା ଆଲିୟା (୧୯୯୨)
  13. ମାଳାଶ୍ରୀ ମାମାଶ୍ରୀ (୧୯୯୨)
  14. ଜୀବନା ଚୈତ୍ରା (୧୯୯୨)
  15. ସିଦୁକବେଡ଼ା ସିଙ୍ଗାରି (୧୯୯୩)
  16. ପୂର୍ଣ୍ଣ ସଂଗ୍ରାମ (୧୯୯୩)
  17. ବସନ୍ତ ପୂର୍ଣ୍ଣିମା (୧୯୯୩)
  18. ମୌନ ସଂଗ୍ରାମ (୧୯୯୩)
  19. କୁମକୁମା ଭାଗ୍ୟ (୧୯୯୩)
  20. ହେଣ୍ଡତି ହେଲିଦାରେ କେଲାବେକୁ (୧୯୯୩)
  21. ଧର୍ମ ପୀତା (୧୯୯୩)
  22. ଅନୁରାଗଡ଼ା ଅଲେଗଲୁ (୧୯୯୩)
  23. ସମ୍ମିଳନ (୧୯୯୪)
  24. ସାଗର ଦୀପ (୧୯୯୪)
  25. ମନ ମିଦିୟିଥୁ (୧୯୯୫)
  26. ସିପାୟି (୧୯୯୬)
  27. ମୌନ ରାଗ (୧୯୯୬)
  28. ଆମ୍ମାବ୍ର ଗଣ୍ଡ (୧୯୯୭)
  29. ଚୋର ଚିଟ୍ଟା ଚୋର (୧୯୯୯)
  30. ବନ୍ଦନା ହେଜ୍ଜେ (୨୦୦୦)
  31. ଯୁବରାଜ (୨୦୦୧)
  32. ଆଣ୍ଟି ପ୍ରୀଥସେ (୨୦୦୧)
  33. ଓଲୁ ସାର ବାରୀ ଓଲୁ (୨୦୦୨)
  34. କୋଗିଲେ ଓ କୋଗିଲେ (୨୦୦୨)
  35. କାମ୍ବଲାହାଲ୍ଲି (୨୦୦୨)
  36. ରକ୍ଷକ (୨୦୦୭)

ଆଧାର[ସମ୍ପାଦନା]

  1. "Balaraj and Vanishree to play Vijay Suriya's parents in Kasauti Zindagi Kay's Kannada remake Premaloka". The Times of India. 2019-06-28. ISSN 0971-8257. Retrieved 2023-07-20.
  2. "Balaraj Filmography". chiloka.com. Archived from the original on 2018-01-21.
  3. "Balaraj". filmibeat.com. Archived from the original on 2018-01-21.

ବାହର ଲିଙ୍କ୍[ସମ୍ପାଦନା]