ପାପାଭେରିନ
Clinical data | |
---|---|
Pronunciation | /pəˈpævəriːn/ |
Trade names | Pavabid, others |
AHFS/Drugs.com | monograph |
MedlinePlus | a682707 |
Pregnancy category | |
Routes of administration | By mouth, intravenous, intramuscular, rectal, intracavernosal |
Legal status | |
Legal status | |
Pharmacokinetic data | |
Bioavailability | 80% |
Protein binding | ~90% |
Metabolism | Liver |
Elimination half-life | 1.5–2 hours |
Excretion | Kidney |
Identifiers | |
| |
ECHA InfoCard | 100.000.361 |
Chemical and physical data | |
Formula | C20H21NO4 |
Molar mass | ୩୩୯.୩୯ g·mol−1 |
3D model (JSmol) | |
| |
| |
(verify) |
ପାପାଭେରିନ ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଧମନୀ ସ୍ପାଜ୍ମ ଏବଂ ପୌରୁଷ ଅସାମର୍ଥ୍ୟର (ଇଡି/ED) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଇଡି ପାଇଁ ପ୍ରଥମ ଲାଇନ ଔଷଧ ନୁହେଁ ।[୧] ଋତୁଶୂଳ ଏବଂ ପାକ-ଅନ୍ତନଳୀ ସ୍ପାମ୍ ଭଳି ରୋଗ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୧] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୧] ଆରମ୍ଭ ଅପେକ୍ଷାକୃତ ଶୀଘ୍ର ହୁଏ ଏବଂ ଘଣ୍ଟା ଘଣ୍ଟା ଧରି ରହିଥାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଲାଲ ପଡ଼ିବା (ଫ୍ଲଶ୍), ନିମ୍ନ ରକ୍ତଚାପ ଏବଂ ପ୍ରାୟାପିଜ୍ମ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ବନ୍ଦ, ଯକୃତ ସମସ୍ୟା, ଅପବ୍ୟବହାର ଏବଂ ଅନିୟମିତ ହୃତ୍ ସ୍ପନ୍ଦନହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨]
ପାପାଭେରିନ ପ୍ରଥମେ ୧୮୪୮ ମସିହାରେ ଅଫିମରୁ ପ୍ରସ୍ତୁତ କରାଯାଇଥିଲା ।[୩] ଅଫିମରୁ ତିଆରି ହେବା ସତ୍ତ୍ୱେ ଏଥିରେ ଅଫିମ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ନାହିଁ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ୪୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Papaverine Monograph for Professionals". Drugs.com (in ଇଂରାଜୀ). Archived from the original on 8 June 2021. Retrieved 26 October 2021.
- ↑ "DailyMed - PAPAVERINE HYDROCHLORIDE injection, solution". dailymed.nlm.nih.gov. Archived from the original on 26 October 2021. Retrieved 26 October 2021.
- ↑ Hanessian, Stephen (18 December 2013). Natural Products in Medicinal Chemistry (in ଇଂରାଜୀ). John Wiley & Sons. p. 227. ISBN 978-3-527-67655-2. Archived from the original on 26 October 2021. Retrieved 26 October 2021.
- ↑ Sdrales, Lorraine M.; Miller, Ronald D. (21 May 2012). Miller's Anesthesia Review: Expert Consult - Online and Print (in ଇଂରାଜୀ). Elsevier Health Sciences. p. 66. ISBN 978-1-4377-2793-7. Archived from the original on 26 October 2021. Retrieved 26 October 2021.
- ↑ "Papaverine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 31 July 2020. Retrieved 26 October 2021.