ପାପାଭେରିନ

ଉଇକିପିଡ଼ିଆ‌ରୁ
ପାପାଭେରିନ
Clinical data
Pronunciation/pəˈpævərn/
Trade namesPavabid, others
AHFS/Drugs.commonograph
MedlinePlusa682707
Pregnancy
category
  • AU: A
  • US: C (Risk not ruled out)
Routes of
administration
By mouth, intravenous, intramuscular, rectal, intracavernosal
Legal status
Legal status
Pharmacokinetic data
Bioavailability80%
Protein binding~90%
MetabolismLiver
Elimination half-life1.5–2 hours
ExcretionKidney
Identifiers
  • 1-(3,4-Dimethoxybenzyl)-7,8-dimethoxyisoquinoline
ECHA InfoCard100.000.361 Edit this at Wikidata
Chemical and physical data
FormulaC20H21NO4
Molar mass୩୩୯.୩୯ g·mol−1
3D model (JSmol)
  • COc1ccc(cc1OC)Cc2c3cc(c(cc3ccn2)OC)OC
  • InChI=1S/C20H21NO4/c1-22-17-6-5-13(10-18(17)23-2)9-16-15-12-20(25-4)19(24-3)11-14(15)7-8-21-16/h5-8,10-12H,9H2,1-4H3 checkY
  • Key:XQYZDYMELSJDRZ-UHFFFAOYSA-N checkY
  (verify)

ପାପାଭେରିନ ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଧମନୀ ସ୍ପାଜ୍ମ ଏବଂ ପୌରୁଷ ଅସାମର୍ଥ୍ୟର (ଇଡି/ED) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଇଡି ପାଇଁ ପ୍ରଥମ ଲାଇନ ଔଷଧ ନୁହେଁ ।[୧] ଋତୁଶୂଳ ଏବଂ ପାକ-ଅନ୍ତନଳୀ ସ୍ପାମ୍ ଭଳି ରୋଗ ପାଇଁ ମଧ୍ୟ ବ୍ୟବ‌ହୃତ ହୁଏ ।[୧] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୧] ଆରମ୍ଭ ଅପେକ୍ଷାକୃତ ଶୀଘ୍ର ହୁଏ ଏବଂ ଘଣ୍ଟା ଘଣ୍ଟା ଧରି ରହିଥାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଲାଲ ପଡ଼ିବା (ଫ୍ଲଶ୍), ନିମ୍ନ ରକ୍ତଚାପ ଏବଂ ପ୍ରାୟାପିଜ୍ମ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ବନ୍ଦ, ଯକୃତ ସମସ୍ୟା, ଅପବ୍ୟବହାର ଏବଂ ଅନିୟମିତ ହୃତ୍‌ ସ୍ପନ୍ଦନହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨]

ପାପାଭେରିନ ପ୍ରଥମେ ୧୮୪୮ ମସିହାରେ ଅଫିମରୁ ପ୍ରସ୍ତୁତ କରାଯାଇଥିଲା ।[୩] ଅଫିମରୁ ତିଆରି ହେବା ସତ୍ତ୍ୱେ ଏଥିରେ ଅଫିମ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ନାହିଁ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ୪୦ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Papaverine Monograph for Professionals". Drugs.com (in ଇଂରାଜୀ). Archived from the original on 8 June 2021. Retrieved 26 October 2021.
  2. "DailyMed - PAPAVERINE HYDROCHLORIDE injection, solution". dailymed.nlm.nih.gov. Archived from the original on 26 October 2021. Retrieved 26 October 2021.
  3. Hanessian, Stephen (18 December 2013). Natural Products in Medicinal Chemistry (in ଇଂରାଜୀ). John Wiley & Sons. p. 227. ISBN 978-3-527-67655-2. Archived from the original on 26 October 2021. Retrieved 26 October 2021.
  4. Sdrales, Lorraine M.; Miller, Ronald D. (21 May 2012). Miller's Anesthesia Review: Expert Consult - Online and Print (in ଇଂରାଜୀ). Elsevier Health Sciences. p. 66. ISBN 978-1-4377-2793-7. Archived from the original on 26 October 2021. Retrieved 26 October 2021.
  5. "Papaverine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 31 July 2020. Retrieved 26 October 2021.