ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ
ଦେଖଣା
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓଡ଼ିଶାର ପୂର୍ବତନ ରାଜଧାନୀ କଟକର ଓଡ଼ିଆ ବଜାରଠାରେ ଥିବା ଏକ ସଂଗ୍ରହାଳୟ ଯେଉଁଠାରେ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ନେଇଥିଲେ । ତାଙ୍କର ଏହି ପୈତୃକ ଘରକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇ ଏଠାରେ ସୁଭାଷଙ୍କ ଆତ୍ମଜୀବନୀ, ତାଙ୍କ ଉପରେ ଲିଖିତ ବହି ତଥା ଆସବାବପତ୍ର ଆଦି ରଖାଯାଇଛି । ପ୍ରାରମ୍ଭିକ ଭାବେ ସୁଭାଷଙ୍କ ଲିଖିତ ଆତ୍ମଜୀବନୀ ଭାରତ ପଥିକ ଓ ସୁଭାଷ ଚନ୍ଦ୍ରର ଅନ୍ତର୍ଧ୍ୟାନର କାହାଣୀ ନାଟ୍ୟକାର ଓ କଥାଚିତ୍ର ନିର୍ଦ୍ଦେଶକ ଗୋପାଳ ଘୋଷଙ୍କଦ୍ୱାରା ଦାନ କରାଯାଇଛି ।[୧][୨][୩][୪][୫][୬][୭][୮][୯][୧୦][୧୧][୧୨]
ଗ୍ୟାଲେରି
[ସମ୍ପାଦନା]-
ନେତାଜୀ ସଂଗ୍ରହାଳୟ ପ୍ରବେଶପଥ
-
ନେତାଜୀ ସଂଗ୍ରହାଳୟ
ଆଧାର
[ସମ୍ପାଦନା]- ↑ Museum gets Netaji books. The Telegraph. 2012 Jan 22 . Cuttack
- ↑ Tribute to Netaji on his birth anniversary[permanent dead link]. The New Indian Express. 24 Jan 2012. Cuttack
- ↑ State remembers Netaji, Vir Sirendra Sai . The Pioneer. Cuttack, 23 January 2012
- ↑ Netaji museum light and sound show still in dark Archived 2014-01-27 at the Wayback Machine.. Binita Jaiswal. The Times of India. , Jan 7, 2012
- ↑ "Netaji birthplace". Archived from the original on 2011-07-21. Retrieved 2012-01-30.
- ↑ Netaji's Birth Anniversary Celebrated in Cuttack. The Outlook. Jan 23, 2012. Cuttack
- ↑ Netaji birthplace museum Archived 2015-10-28 at the Wayback Machine.. Odisha Tourism
- ↑ Birthplace Cuttack remembers Netaji[permanent dead link].The Times of India. Cuttack. Jan 23, 2012
- ↑ Museum preserves Netaji memories in Cuttack[permanent dead link]. Hindusthan Times. Nilankur Das. Cuttack, December 21, 2009
- ↑ Rourkela Steel Plant push for Netaji museum. The Telegraph. Cuttack, July 20
- ↑ Netaji Bose's birthplace may soon turn museum Archived 2012-12-25 at the Wayback Machine.. S T Beuria. Deccan Herald. January 09, 2004
- ↑ Move for museum at Netaji's birthplace. The Hindu. Jul 06, 2003