ଜୟଶ୍ରୀ ଅରୋଡ଼ା
ଦେଖଣା
ଜୟଶ୍ରୀ ଅରୋଡ଼ା | |
---|---|
ଜନ୍ମ | ଜୟଶ୍ରୀ ଅରୋଡ଼ା କଲିକତା, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୪–ଏବେଯାଏଁ |
ଜୟଶ୍ରୀ ଅରୋଡ଼ା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ କଥାଚିତ୍ର, ମଞ୍ଚ ଓ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରନ୍ତି । ସେ ଜଣେ ତାଲିମପ୍ରାପ୍ତ କଥକ ଓ ମଣିପୁରୀ ନୃତ୍ୟଶିଳ୍ପୀ । ସେ ପ୍ରଥମ ଭାରତୀୟ ଦୂରଦର୍ଶନ ଧାରାବାହିକ ହମ୍ ଲୋଗ୍ରେ ଅଭିନୟ କରିଥିଲେ, ଯାହାକି ୧୯୮୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ପରଠାରୁ ସେ ୧୬୦ରୁ ଅଧିକ ଧାରାବାହିକରେ ଅଭିନୟ କରିଛନ୍ତି ।[୧][୨]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଧରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭାଷା | ଭୂମିକା | ମନ୍ତବ୍ୟ |
---|---|---|---|---|
୧୯୮୪–୧୯୮୫ | ହମ୍ ଲୋଗ୍ | ହିନ୍ଦୀ | ଭଗବନ୍ତୀ | [୩] |
୧୯୮୬-୧୯୮୭ | ବୁନିୟାଦ୍ | ନତାଶା ସିହ୍ନା | [୨] | |
୧୯୮୮ | ଦିଲ୍ ଦରିଆ | ଶାହାରୁଖ ଖାନଙ୍କ ମାଆ ' | ||
ଫୌଜୀ | ଅଭିମନ୍ୟୁଙ୍କ ମାଆ | [୪] | ||
୧୯୮୯ | ଦୂସ୍ରା କେବଲ | ଶ୍ରୀମତୀ ଆଲୁୱାଲିଆ | ||
୨୦୦୭–୨୦୦୮ | ଝୁମେ ଜିୟା ରେ | ଦାଦି | ||
୨୦୦୯ | ମେରେ ଘର୍ ଆୟି ଏକ୍ ନହ୍ନି ପରି | ଗୁଣୀତା ରାମଲାଲ ଚାୱଲା | ||
୨୦୦୯–୨୦୧୦ | ୟାହାଁ ମେଁ ଘର୍ ଘର୍ ଖେଲି | ସରସ୍ୱତୀ ଦେବୀ ପ୍ରସାଦ | ||
୨୦୧୨–୨୦୧୪ | ସପ୍ନେ ସୁହାନେ | କବୀରଙ୍କ ଜେଜେମାଆ | [୨] | |
୨୦୧୬ | ଦିୟା ଔର୍ ବାତି ହମ୍ | ରେଶମ ଦାଦି | [୫] | |
୨୦୧୭ | ଦେବ - ଟିଭି ସିରିଜ୍ | ଜୋହରା ଅପା | [୬] |
ଅଭିନୀତ କଥାଚିତ୍ରଭବ
[ସମ୍ପାଦନା]ଭବ
ବର୍ଷ | କଥାଚିତ୍ର | ଭାଷା | ଭୂମିକା | ମନ୍ତବ୍ୟ |
---|---|---|---|---|
୧୯୮୯ | ମୁଜରିମ୍ | ହିନ୍ଦୀ | ||
ଡାଟା | ||||
୧୯୯୦ | ପୋଲିସ୍ ପବ୍ଲିକ୍ | |||
୧୯୯୪ | ଜିଦ୍ | |||
୧୯୯୫ | ଜୟ ବିକ୍ରାନ୍ତ | |||
୨୦୦୭ | ଚକ୍ ଦେ! ଇଣ୍ଡିଆ | କବୀରଙ୍କ ମାଆ | [୪] | |
୨୦୦୮ | ଦ୍ରୋଣ | |||
୨୦୧୦ | ମିଶନ୍ ୧୧ ଜୁଲାଇ |
ଆଧାର
[ସମ୍ପାଦନା]- ↑ Masoodi, Ashwaq (21 January 2016). "Joyshree Arora - An eye-witness to a cultural shift". LiveMint. Retrieved 11 April 2021.
- ↑ ୨.୦ ୨.୧ ୨.୨ Saxena, Poonam (22 July 2014). "Hum Log: Revisiting that 80's show". Hindustan Times. Retrieved 11 April 2021.
- ↑ Arora, Nandini (19 August 2015). "5 TV Shows From the 80s You Need to Revisit". The Quint. Retrieved 13 March 2021.
- ↑ ୪.୦ ୪.୧ Lal, Niharika (30 April 2015). "I've seen Noida grow from a jungle to a concrete jungle: Delhi TV veteran". The Times of India. Retrieved 11 April 2021.
- ↑ Rajan, Silpa (17 January 2021). "#BigInterview! Prachi Tehlan: My first shot in front of the camera was with Jayshree Arora, who happens to be Shah Rukh Khan's first as well!". The Times of India. Retrieved 13 March 2021.
- ↑ "Dev: Launch". The Times of India. 27 July 2017. Retrieved 11 April 2021.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୟଶ୍ରୀ ଅରୋଡ଼ା