Jump to content

ଜାମ୍ମାଲାମାଦୁଗୁ

ଉଇକିପିଡ଼ିଆ‌ରୁ
Jammalamadugu
జమ్మలమడుగు
ଦେଶIndia
ରାଜ୍ୟAndhra Pradesh
RegionRayalaseema
ଜିଲ୍ଲାKadapa
Area
 • ସମୁଦାୟ24.83 km2 (9.59 sq mi)
Elevation184 m (604 ft)
Population
 (2011)[]
 • Total୪୬,୦୬୯
 • Density1,900/km2 (4,800/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
516 434
ଯାନବାହାନ ପଞ୍ଚୀକରଣAP-04
WebsiteJammalamadugu Municipality
Statue of Mahatma Gandhi in Jammalamadugu

ଜାମ୍ମାଲାମାଦୁଗୁ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଆନ୍ଧ୍ର ପ୍ରଦେଶର କୁଦ୍ଦପହ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଜାମ୍ମାଲାମାଦୁଗୁ ୧୪.୮୪୭୪ ଉତ୍ତର ଅକ୍ଷାଂଶ ଓ ୭୮.୩୮୪୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜାମ୍ମାଲାମାଦୁଗୁ ସହରର ମୋଟ ଜନସଂଖ୍ୟା ୪୦୫୦୨ ଅଟେ ।[] ସେଥି ମଧ୍ୟରୁ ୪୯.୩୫% ଜଣ ପରୁଷ ହୋଇଥିବା ବେଳେ ୫୦.୬୫% ଜଣ ନାରୀ ଅଟନ୍ତି । ଜାମ୍ମାଲାମାଦୁଗୁର ସାକ୍ଷରତା ହାର ୬୪.୨୧% ଅଟେ । ଏହା ଜାତୀୟ ହାରଠାରୁ ୦.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୦% ପ୍ରତିଶତ ପୁରୁଷ ଓ ୨୭.୫୦% ନାରୀ ଅଟନ୍ତି । ୧୧.୫୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ଜାମ୍ମାଲାମାଦୁଗୁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
  2. "Elevation for Jammalamadugu". Veloroutes. Archived from the original on 12 January 2015. Retrieved 12 August 2014.
  3. "Census 2011". The Registrar General & Census Commissioner, India. Retrieved 12 August 2014.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]