ଜନ୍ ଭଟ୍ଟାଚାର୍ଯ୍ୟ
ଦେଖଣା
ଜନ୍ ଭଟ୍ଟାଚାର୍ଯ୍ୟ | |
---|---|
ଜନ୍ମ | ଶୌର୍ଯ୍ୟ ଭଟ୍ଟାଚାର୍ଯ୍ୟ ୨୪ ଜୁନ ୧୯୯୪ କଲିକତା, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ମଡେଲ୍ |
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
ଜନ୍ ଭଟ୍ଟାଚାର୍ଯ୍ୟ (ଜନ୍ମ: ୨୪ ଜୁନ ୧୯୯୪)[୧] ଜଣେ ଭାରତୀୟ ଅଭିନେତା ଓ ମଡେଲ୍, ଯିଏକି ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ ରାଜା ଭଟ୍ଟାଚାର୍ଯ୍ୟ ଭାବରେ ମଧ୍ୟ ଜଣାଶୁଣା ।
ପେଷା
[ସମ୍ପାଦନା]ଜନ୍ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ବୋଝେନା ସେ ବୋଝେନା । ଏହା ପରେ ସେ ଜେନୋ ଲଭ୍ ଷ୍ଟୋରୀ, ନଜର ଭଳି ଧାରାବାହିକରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ସେ ଗୋଲୋନ୍ଦାଜ କଥାଚିତ୍ର ଜଗତରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨][୩][୪][୫][୬]
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଚରିତ୍ର | ଚ୍ୟାନେଲ୍ | ଭାଷା | ଆଧାର |
---|---|---|---|---|---|
୨୦୧୩-୨୦୧୬ | ବୋଝେନା ସେ ବୋଝେନା | ହରିହରନ୍ ସିଂହ (ହ୍ୟାରି) | ଷ୍ଟାର୍ ଜଲ୍ଶା | ବଙ୍ଗଳା | [୭] |
୨୦୧୪-୨୦୧୫ | ଥିକ୍ ଜେନୋ ପ୍ରେମ କାହାଣୀ | ରୋହିତ | ଷ୍ଟାର୍ ଜଲ୍ଶା | [୭] | |
୨୦୧୬-୨୦୧୭ | ନାଗଲୀଳା | ରାଜା ଇଶାନ | କଲର୍ସ ବାଂଲା | [୭] | |
୨୦୧୭-୨୦୧୮ | ମାୟାର ବନ୍ଧନ | ଆର୍ଯ୍ୟନ୍ | ଷ୍ଟାର୍ ଜଲ୍ଶା | ||
୨୦୧୯ | ନଜର୍ | ଆୟୁଷ ସିଂଘ ରାୟ | ଷ୍ଟାର୍ ଜଲ୍ଶା | [୭] | |
୨୦୨୧ | ରିମଲି | ଉଦୟ ମୁଖାର୍ଜୀ | ଜୀ ବାଂଲା | [୮] | |
୨୦୨୨ | ମିଠାଇ | ଓମି ଅଗ୍ରୱାଲ | ଜୀ ବାଂଲା | [୯] | |
୨୦୨୨ - ଏବେଯାଏଁ | ଆଲୋର ଠିକାନା | ଅଭି | ସନ୍ ବାଂଲା | [୧୦] |
ଅଭିନୀ କଥାଚିତ୍ର
[ସମ୍ପାଦନା]ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | ଭିଡିଓ | ସହ-ଅଭିନେତା | ଭାଷା | ଆଧାର |
---|---|---|---|---|
୨୦୧୮ | ମିଠି କଥା | ସଞ୍ଜନା ବାନାର୍ଜୀ | ବଙ୍ଗଳା | [୧୩] |
୨୦୨୦ | ବୋଲୋ ଦୁଗ୍ଗା ମା'କି | |||
୨୦୨୧ | କନ୍ୟା | ଶ୍ରେୟାସୀ ସେନ୍ | [୧୪] |
ଆଧାର
[ସମ୍ପାଦନା]- ↑ "From a passionate dancer to pet lover: 8 Interesting facts about birthday boy John Bhattacharyya". The Times of India (in ଇଂରାଜୀ). 2020-06-25. Retrieved 2021-06-10.
- ↑ "I am happy that the audience is liking my character in Nojor: John - Times of India". The Times of India (in ଇଂରାଜୀ). Retrieved 2021-06-10.
- ↑ "John Bhattacharyya will share screen with Tumpa Paul for upcoming TV show 'Rimli'". News Track (in English). 2021-02-12. Retrieved 2021-06-10.
{{cite web}}
: CS1 maint: unrecognized language (link) - ↑ "John Bhattacharya on Moviebuff.com". Moviebuff.com. Retrieved 2021-06-10.
- ↑ "John Bhattacharya movies, filmography, biography and songs - Cinestaan.com". Cinestaan. Archived from the original on 2021-06-10. Retrieved 2021-06-10.
- ↑ "Telly actor John Bhattacharya in Anupam Roy's Puja music video - Times of India". The Times of India (in ଇଂରାଜୀ). Retrieved 2021-06-10.
- ↑ ୭.୦ ୭.୧ ୭.୨ ୭.୩ Ruman, Ganguly (10 March 2019). "I am happy that the audience is liking my character in Nojor: John - Times of India". The Times of India (in ଇଂରାଜୀ).
- ↑ "Actors John Bhattacharyya and Tumpa Paul team up for upcoming TV show 'Rimli' - Times of India". The Times of India (in ଇଂରାଜୀ). Retrieved 2021-06-10.
- ↑ "এন্ট্রি নতুন নায়কের! হ্যান্ডসামকে দেখে হাঁ মিঠাই, গল্পে আসছে বিরাট টুইস্ট". Hindustan Times Bangla (in Bengali). 15 January 2022.
- ↑ "John Bhattacharya: 'মিঠাই' থেকে বিদায় নিচ্ছেন ওমি! নতুন ধারাবাহিকে জন ভট্টাচার্য". www.anandabazar.com (in Bengali). Anandabazar Patrika. 9 August 2022.
- ↑ "'Golondaaj' shoot resumes after much delay - Times of India". The Times of India (in ଇଂରାଜୀ). Retrieved 2021-06-10.
- ↑ "Tui Amar Hero on Zee Bangla Cinema Originals | The Kolkata Mail" (in ଆମେରିକୀୟ ଇଂରାଜୀ). 2020-02-23. Retrieved 2021-06-10.
- ↑ Das, Agamoni (2018-10-07). "অনুপম নিজে নাচলেন এবং নাচালেনও..." Looptoop (in ଆମେରିକୀୟ ଇଂରାଜୀ). Archived from the original on 2021-06-10. Retrieved 2021-06-10.
- ↑ "New Ash King party anthem with glitz and glamour". www.telegraphindia.com. The Telegraph. 26 October 2021.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜନ୍ ଭଟ୍ଟାଚାର୍ଯ୍ୟ