ଜନ୍ ଭଟ୍ଟାଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ଜନ୍ ଭଟ୍ଟାଚାର୍ଯ୍ୟ
ଜନ୍ମ
ଶୌର୍ଯ୍ୟ ଭଟ୍ଟାଚାର୍ଯ୍ୟ

(1994-06-24) ୨୪ ଜୁନ ୧୯୯୪ (ବୟସ ୨୯)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ମଡେଲ୍
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ

ଜନ୍ ଭଟ୍ଟାଚାର୍ଯ୍ୟ (ଜନ୍ମ: ୨୪ ଜୁନ ୧୯୯୪)[୧] ଜଣେ ଭାରତୀୟ ଅଭିନେତା ଓ ମଡେଲ୍, ଯିଏକି ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ ରାଜା ଭଟ୍ଟାଚାର୍ଯ୍ୟ ଭାବରେ ମଧ୍ୟ ଜଣାଶୁଣା ।

ପେଷା[ସମ୍ପାଦନା]

ଜନ୍ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ବୋଝେନା ସେ ବୋଝେନା । ଏହା ପରେ ସେ ଜେନୋ ଲଭ୍ ଷ୍ଟୋରୀ, ନଜର ଭଳି ଧାରାବାହିକରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ସେ ଗୋଲୋନ୍ଦାଜ କଥାଚିତ୍ର ଜଗତରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨][୩][୪][୫][୬]

ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଚରିତ୍ର ଚ୍ୟାନେଲ୍ ଭାଷା ଆଧାର
୨୦୧୩-୨୦୧୬ ବୋଝେନା ସେ ବୋଝେନା ହରିହରନ୍ ସିଂହ (ହ୍ୟାରି) ଷ୍ଟାର୍ ଜଲ୍‌ଶା ବଙ୍ଗଳା [୭]
୨୦୧୪-୨୦୧୫ ଥିକ୍ ଜେନୋ ପ୍ରେମ କାହାଣୀ ରୋହିତ ଷ୍ଟାର୍ ଜଲ୍‌ଶା [୭]
୨୦୧୬-୨୦୧୭ ନାଗଲୀଳା ରାଜା ଇଶାନ କଲର୍ସ ବାଂଲା [୭]
୨୦୧୭-୨୦୧୮ ମାୟାର ବନ୍ଧନ ଆର୍ଯ୍ୟନ୍ ଷ୍ଟାର୍ ଜଲ୍‌ଶା
୨୦୧୯ ନଜର୍ ଆୟୁଷ ସିଂଘ ରାୟ ଷ୍ଟାର୍ ଜଲ୍‌ଶା [୭]
୨୦୨୧ ରିମଲି ଉଦୟ ମୁଖାର୍ଜୀ ଜୀ ବାଂଲା [୮]
୨୦୨୨ ମିଠାଇ ଓମି ଅଗ୍ରୱାଲ ଜୀ ବାଂଲା [୯]
୨୦୨୨ - ଏବେଯାଏଁ ଆଲୋର ଠିକାନା ଅଭି ସନ୍ ବାଂଲା [୧୦]

ଅଭିନୀ କଥାଚିତ୍ର[ସମ୍ପାଦନା]

ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ବର୍ଷ ଭିଡିଓ ସହ-ଅଭିନେତା ଭାଷା ଆଧାର
୨୦୧୮ ମିଠି କଥା ସଞ୍ଜନା ବାନାର୍ଜୀ ବଙ୍ଗଳା [୧୩]
୨୦୨୦ ବୋଲୋ ଦୁଗ୍ଗା ମା'କି
୨୦୨୧ କନ୍ୟା ଶ୍ରେୟାସୀ ସେନ୍ [୧୪]

ଆଧାର[ସମ୍ପାଦନା]

  1. "From a passionate dancer to pet lover: 8 Interesting facts about birthday boy John Bhattacharyya". The Times of India (in ଇଂରାଜୀ). 2020-06-25. Retrieved 2021-06-10.
  2. "I am happy that the audience is liking my character in Nojor: John - Times of India". The Times of India (in ଇଂରାଜୀ). Retrieved 2021-06-10.
  3. "John Bhattacharyya will share screen with Tumpa Paul for upcoming TV show 'Rimli'". News Track (in English). 2021-02-12. Retrieved 2021-06-10.{{cite web}}: CS1 maint: unrecognized language (link)
  4. "John Bhattacharya on Moviebuff.com". Moviebuff.com. Retrieved 2021-06-10.
  5. "John Bhattacharya movies, filmography, biography and songs - Cinestaan.com". Cinestaan. Archived from the original on 2021-06-10. Retrieved 2021-06-10.
  6. "Telly actor John Bhattacharya in Anupam Roy's Puja music video - Times of India". The Times of India (in ଇଂରାଜୀ). Retrieved 2021-06-10.
  7. ୭.୦ ୭.୧ ୭.୨ ୭.୩ Ruman, Ganguly (10 March 2019). "I am happy that the audience is liking my character in Nojor: John - Times of India". The Times of India (in ଇଂରାଜୀ).
  8. "Actors John Bhattacharyya and Tumpa Paul team up for upcoming TV show 'Rimli' - Times of India". The Times of India (in ଇଂରାଜୀ). Retrieved 2021-06-10.
  9. "এন্ট্রি নতুন নায়কের! হ্যান্ডসামকে দেখে হাঁ মিঠাই, গল্পে আসছে বিরাট টুইস্ট". Hindustan Times Bangla (in Bengali). 15 January 2022.
  10. "John Bhattacharya: 'মিঠাই' থেকে বিদায় নিচ্ছেন ওমি! নতুন ধারাবাহিকে জন ভট্টাচার্য". www.anandabazar.com (in Bengali). Anandabazar Patrika. 9 August 2022.
  11. "'Golondaaj' shoot resumes after much delay - Times of India". The Times of India (in ଇଂରାଜୀ). Retrieved 2021-06-10.
  12. "Tui Amar Hero on Zee Bangla Cinema Originals | The Kolkata Mail" (in ଆମେରିକୀୟ ଇଂରାଜୀ). 2020-02-23. Retrieved 2021-06-10.
  13. Das, Agamoni (2018-10-07). "অনুপম নিজে নাচলেন এবং নাচালেনও..." Looptoop (in ଆମେରିକୀୟ ଇଂରାଜୀ). Archived from the original on 2021-06-10. Retrieved 2021-06-10.
  14. "New Ash King party anthem with glitz and glamour". www.telegraphindia.com. The Telegraph. 26 October 2021.

ବାହାର ଲିଙ୍କ୍[ସମ୍ପାଦନା]