ଗୁରୁ ନାନକ
ଦେଖଣା
ଗୁରୁ ନାନକ | |
---|---|
ଜନ୍ମ | ୧୫ ଏପ୍ରିଲ ୧୪୬୯ ନନକାନା ସାହିବ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ) |
ମୃତ୍ୟୁ | ୨୨ ସେପ୍ଟେମ୍ବର ୧୫୩୯ |
କର୍ତାରପୁର (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ) | |
ପିତାମାତା | ପିତା:କାଲୁ ମେହତା ମାତା: ମାତା ତ୍ରିପ୍ତା |
ଗୁରୁ ନାନକ ଲାହୋର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଲ୍ପ ବୟସରେ ସଂସାର ତ୍ୟାଗ କରି ଧର୍ମଜ୍ଞାନ ଲାଭ ନିମିତ୍ତ ଭାରତର ନାନା ସ୍ଥାନ ପରିଦର୍ଶନ କରିଥିଲେ । କଥିତ ଅଛି, ସେ ଇସଲାସ ଧର୍ମର ମୂଳତତ୍ତ୍ୱ ଅବଗତ ହେବା ନିମିତ୍ତ ସୁଦୂର ମକ୍କା ଓ ବାଗଦାଦକୁ ଯାତ୍ରା କରିଥିଲେ । ଶେଷ ଜୀବନରେ ସେ ପଞ୍ଜାବର କର୍ତ୍ତତପୁର ନାମକ ସ୍ଥାନରେ ଅବସ୍ଥାନ କରି ସ୍ୱ ଧର୍ମମତ ପ୍ରଚାର କରିଥିଲେ । ୧୫୩୮ ଖ୍ରୀଷ୍ଟାବ୍ଦରେ ଦେହ ତ୍ୟାଗ କରିଥିଲେ । [୧]
ପ୍ରାଥମିକ ଜୀବନ
[ସମ୍ପାଦନା]ଧର୍ମ ପ୍ରଚାର
[ସମ୍ପାଦନା]ହିନ୍ଦୁ ଓ ଇସଲାମର ମୌଳିକ ସତ୍ୟଗୁଡିକ ଏକତ୍ର କରି ସେ ଶିଖ ନାମକ ନୂତନ ଧର୍ମ ପ୍ରଚାର କରିଥିଲେ । ଏହାର ମୂଳତତ୍ତ୍ୱ ହେଲା ହିନ୍ଦୁ ଓ ମୁସଲମାନମାନେ ଅଭିନ୍ନ ଏବଂ ଇଶ୍ୱର ଏକ ଓ ଇଶ୍ୱରପ୍ରେମ ହିଁ ମୋକ୍ଷଲାଭର ଏକମାତ୍ର ଉପାୟ । [୨]ନାମ (ଈଶ୍ୱର ନାମକୀର୍ତ୍ତନ) , ଦାନ ଓ ସ୍ନାନ ଶିଖ ଧର୍ମର ସାରମର୍ମ । ଉଭୟ ହିନ୍ଦୁ ଓ ମୁସଲମାନ ଉକ୍ତ ଧର୍ମରେ ଦୀକ୍ଷିତ ହୋଇଥିଲେ । [୩]
ଆଧାର
[ସମ୍ପାଦନା]- ↑ http://www.biographybase.com/biography/Nanak_Guru.html
- ↑ "ଆର୍କାଇଭ୍ କପି". Archived from the original on 2013-01-25. Retrieved 2013-01-07.
{{cite web}}
: Cite has empty unknown parameter:|1=
(help) - ↑ http://www.thecolorsofindia.com/nanak/index.html
ବାହାର ତଥ୍ୟ
[ସମ୍ପାଦନା]- Guru Nanak Dev Ji Archived 2019-01-15 at the Wayback Machine.
- First Sikh Guru Nanak Dev Ji Archived 2012-06-19 at the Wayback Machine.
- Singh, Kirpal (First edition March 2004). "Janamsakhi Tradition - An Analaytical Study" (PDF). globalsikhstudies.net. Archived from the original (PDF) on 24 March 2012. Retrieved 29 November 2010.
{{cite web}}
: Check date values in:|year=
(help) - Guru Nanak by Jyotsna Kamat
- http://www.youtube.com/user/GAGANJAKHU#p/u/14/MdPutY2H3ko
- http://www.sikhnugget.com/2010/09/new-documentary-on-guru-nanak.html Archived 2012-03-16 at the Wayback Machine.
- Shree Guru Nanak Dev Quotes in English and Hindi
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |