Jump to content

ଗୁରଦାସପୁର

ଉଇକିପିଡ଼ିଆ‌ରୁ
Gurdaspur
ਗੁਰਦਾਸਪੁਰ
City
Mechanical Block
Mechanical Block
ଦେଶIndia
ରାଜ୍ୟPunjab
ଜିଲ୍ଲାGurdaspur
Area
 • ସମୁଦାୟ1,369 km2 (529 sq mi)
Elevation
241 m (791 ft)
Population
 (2011)
 • Total୭୫,୫୪୯
 • Density649/km2 (1,680/sq mi)
ଭାଷା
 • ସରକାରୀPunjabi
Time zoneUTC+5:30 (IST)
PIN
143521
ଯାନବାହାନ ପଞ୍ଚୀକରଣPB 06
Websitegurdaspur.nic.in

ଗୁରଦାସପୁର ଏକ ଭାରତୀୟ ପୌରପାଳିକା ଅଟେ। ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଗୁରଦାସପୁର ୩୨.୦୩୮୪ ଉତ୍ତର ଅକ୍ଷାଂଶ ଓ ୭୫.୪୦୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁରଦାସପୁର ସହରର ମୋଟ ଜନସଂଖ୍ୟା ୧୨୬୬୪୬ ଅଟେ ।[] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି। ଗୁରଦାସପୁରର ସାକ୍ଷରତା ହାର ୭୧.୮୦% ଅଟେ। ଏହା ଜାତୀୟ ହାରଠାରୁ ୬.୯୬% ପ୍ରତିଶତ କମ ଅଟେ। ସେଥିରୁ ୩୯.୪୮% ପ୍ରତିଶତ ପୁରୁଷ ଓ ୩୨.୩୩% ନାରୀ ଅଟନ୍ତି। ୧୧.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି।[]

ପଞ୍ଜାବୀ ଗୁରଦାସପୁରର ସରକାରୀ ଭାଷା ଅଟେ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]