ଗୁପ୍ତ ପ୍ରସାଦ ଦାସ
ଦେଖଣା
ଗୁପ୍ତ ପ୍ରସାଦ ଦାସ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ରଘୁନାଥ ପଟ୍ଟନାୟକ |
ପର ଅଧିକାରୀ | ରଘୁନାଥ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ହରିଶ୍ଚନ୍ଦ୍ର ବକ୍ସିପାତ୍ର |
ପର ଅଧିକାରୀ | ତାରା ପ୍ରସାଦ ବାହିନିପତି |
ନିର୍ବାଚନ ମଣ୍ଡଳୀ | ଜୟପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ମାର୍ଚ୍ଚ ୧୯୫୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଭାରତୀ ଦାସ |
ସନ୍ତାନ | ୩ |
ବାପା/ବୋଉ | ବାଲୁଙ୍କେଶ୍ୱର ଦାସ ଶର୍ମା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗୁପ୍ତ ପ୍ରସାଦ ଦାସ (ଜନ୍ମ: ୧୬ ମାର୍ଚ୍ଚ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୟପୁର ଓ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗୁପ୍ତ ପ୍ରସାଦ ଦାସ ୧୯୫୦ ମସିହାର ମାର୍ଚ୍ଚ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଲୁଙ୍କେଶ୍ୱର ଦାସ ଶର୍ମା ଓ ପତ୍ନୀଙ୍କ ନାମ ଭାରତୀ ଦାସ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗୁପ୍ତ ପ୍ରସାଦ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Gupta Prasad Das". odishaassembly.nic.in. Odisha Assembly. Retrieved 14 March 2022.