ଐଶର୍ଯ୍ୟା ଅର୍ଜୁନ
ଦେଖଣା
ଐଶର୍ଯ୍ୟା ଅର୍ଜୁନ | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
ଜୀବନସାଥୀ | ଉମାପତି ରମୈୟାଃ |
ପିତାମାତା(s) | ଅର୍ଜୁନ ସାରଜ୍ ନିବେଦିତା ଅର୍ଜୁନ |
ସମ୍ପର୍କୀୟ | ଶକ୍ତି ପ୍ରସାଦ (ଜେଜେ) କଳାତପସୀ ରାଜେଶ (ଜେଜେ) କିଶୋର ସାରଜା (କକା) ଚିରଞ୍ଜିବୀ ସାରଜା (ସମ୍ପର୍କୀୟ ଭାଇ) ଧୃବ ସାରଜା (ସମ୍ପର୍କୀୟ ଭାଇ) ଅଞ୍ଜନା ସାରଜା (ଭଉଣୀ) ମେଘନା ରାଜ (ଭାଉଜ) |
ଐଶର୍ଯ୍ୟା ଅର୍ଜୁନ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ ଏବଂ କନ୍ନଡ଼ ଚଳଚ୍ଚିତ୍ର ଜଗତରେ ଅଭିନୟ କରିନ୍ତି । ସେ ତାମିଲ ଚଳଚ୍ଚିତ୍ର ପଟ୍ଟାଥୁ ୟାନାଇ ଜରିଆରେ ୨୦୧୩ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଐଶର୍ଯ୍ୟା ଅର୍ଜୁନ କର୍ଣ୍ଣାଟକର ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅର୍ଜୁନ ସାରଜା କନ୍ନଡ଼ ଭାଷାର ଜଣେ ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଏବଂ ତାଙ୍କ ମାଆ ନିବେଦିତା ଅର୍ଜୁନ ଜଣେ ଅଭିନେତ୍ରୀ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୧୩ | ପଟ୍ଟାଥୁ ୟାନାଇ | ଐଶ୍ୱର୍ଯ୍ୟ | ତାମିଲ | ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୮ | ପ୍ରେମ ବରାହ | ମଧୁ | କନ୍ନଡ଼ | କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
ସୋଲ୍ଲିବିଦାଭା | ତାମିଲ |
ଆଧାର
[ସମ୍ପାଦନା]- ↑ "Arjun introduces daughter Aishwarya Arjun at Pattathu Yaanai Press meet". Archived from the original on 28 February 2017. Retrieved 10 June 2013.
- ↑ "It's the turn of Arjun's product". Archived from the original on 6 January 2013. Retrieved 10 June 2013.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଐଶର୍ଯ୍ୟା ଅର୍ଜୁନ