ଉଦିତ ପ୍ରତାପ ଶେଖର ଦେଓ
ଦେଖଣା
ଉଦିତ ପ୍ରତାପ ଶେଖର ଦେଓ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | କୃପାନିଧି ନାଏକ, ହରିହର ପଟେଲ |
ପର ଅଧିକାରୀ | ହରିହର ପଟେଲ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ସେପ୍ଟେମ୍ବର ୧୯୨୩ |
ମୃତ୍ୟୁ | ୨୮ ନଭେମ୍ବର ୧୯୬୭ | (ବୟସ ୪୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ବୃତ୍ତି | ରାଜନୀତିଜ୍ଞ |
ଉଦିତ ପ୍ରତାପ ଶେଖର ଦେଓ (୨୫ ସେପ୍ଟେମ୍ବର ୧୯୨୩ - ୨୮ ନଭେମ୍ବର ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଉଦିତ ପ୍ରତାପ ଶେଖର ଦେଓ ୧୯୨୩ ମସିହାର ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଉଦିତ ପ୍ରତାପ ଶେଖର ଦେଓ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଉଦିତ ପ୍ରତାପ ଶେଖର ଦେଓ ୧୯୬୭ ମସିହାର ନଭେମ୍ବର ୨୮ ତାରିଖରେ ୪୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Udit Pratap Sekhar Deo". odishaassembly.nic.in. Odisha Assembly. Retrieved 28 June 2021.