ଓଡ଼ିଆ ଉଇକିପିଡ଼ିଆରେ ପରଖ କରିବା ପାଇଁ ଫ୍ଲୋ କୁ ଏଠି ରଖା ଯାଇଛି ।. ଆପଣଙ୍କ ମତାମତ ଦିଅନ୍ତୁ ।
ଉଇକିପିଡ଼ିଆ:Flow/Test
ଦେଖଣା
Citoid Tool, ହେଉଛି ଏକ ଟୁଲ ଯାହାକି ଆଧାର ଯୋଡ଼ିବାରେ ଅଧିକ ସାହାଯ୍ୟ କରେ । ଏହି ଟୁଲ ଜରିଆରେ ଆମେ ଯଦି ଖାଲି ଆଧାର ପାଇଁ URL ଦେଇ ତା' ପାଖରେ ଥିବା Search ଚିହ୍ନ ଉପରେ କ୍ଲିକ୍ କରିବା, ତେବେ ଏହା ଆପେ ଆପେ ସମସ୍ତ ତଥ୍ୟ ଯୋଡ଼ିଦିଏ, ଫଳରେ ଆମକୁ ଲିଙ୍କ୍ ସହିତ ଶୀର୍ଷକ, ତାରିଖ, ପ୍ରକାଶକ ଆଦି ନିଜକୁ ଯୋଡ଼ିବାରେ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏଥିସହିତ ଖାଲି URL ଥାଇ ଥିବା ଆଧାରକୁ ମଧ୍ୟ ଆମେ ସେହି ପୃଷ୍ଠା ନ ଖୋଲି ସିଧାସଳଖ ସମ୍ପୂର୍ଣ୍ଣ ଆଧାର ଯୋଡ଼ିହେବ, ଯାହାକି ଉଇକିପଡ଼ିଆ ପ୍ରସଙ୍ଗ ଗଢ଼ଣ ଶୈଳୀର ଗୋଟିଏ ଭାଗ ।
ଟୁଲ ବିଷୟରେ ଅଧିକ ଏଇଠି ଜାଣିପାରିବେ । @@Saileshpat
- https://en.wikipedia.org/wiki/MediaWiki:Visualeditor-cite-tool-definition.json
- https://en.wikipedia.org/wiki/MediaWiki:Citoid-template-type-map.jsonଓ ଏହି ଟୁଲଟି import ହେଇଗଲା ପରେ ମୁଁ ଓଡ଼ିଆରେ ଅନୁବାଦ କରିବାରେ ସାହାଯ୍ୟ କରିବି । ସମସ୍ତଙ୍କ ମତ ଦେବାକୁ ଅପେକ୍ଷା କରୁଛି ଏବଂ ମତ ଆସିଲାପରେ ପରିଚାଳମାନଙ୍କୁ ଏହି ଟୁଲଟିକୁ ସଚଳ କରିବାକୁ ଅନୁରୋଧ କରୁଛି ।
@MKar ସାଧୁବାଦ!
ହଉ
ଭଲ ପ୍ରସ୍ତାବ
ପରଖ କରା ଯାଉଛି ।
ଏମିତି କେମିତି ହେବ । ହେଲେ ଦେଖିବା ।
ବଢ଼ିଆ ହେବ ।
ଆଉ ଜଣେ ଲେଖିଲେ @Aditya Mahar ଏଇଟା ରାଖିବା ନା ନାଇ ?
ନୋଟ: ପରଖ
ହଁ ରଖିବା, ଭଲ ହେବ ।
There are no older topics